Browsing Tag

husband kill to his wife

ସ୍ତ୍ରୀକୁ ହାଣି ଆତ୍ମସମର୍ପଣ କଲା ସ୍ବାମୀ, ହାଜତରେ ବି ପିଇଲା ବିଷ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ପାରିବାରିକ ସମସ୍ଯା କୁ ନେଇ ସ୍ବାମୀ ସାଜିଲା ସୈତାନ।  ନିଜେ ବିଷ ପିଇବା ପରେ ସ୍ତ୍ରୀ କୁ କଟୁରିରେ ହାଣିଲା ସ୍ବାମୀ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ତ୍ରୀ କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି…
Read More...

ସ୍ତ୍ରୀର କଟାମୁଣ୍ଡ ଧରି ୧୨ କିଲୋମିଟର ଚାଲିଲା ପିଶାଚ ସ୍ୱାମୀ, ପରକୀୟା ପ୍ରିତିକୁ ସନ୍ଦେହ କରି ହତ୍ୟା

ଓଡିଆ ନ୍ୟୁଜ୍(ବ୍ୟୁରୋ):  ସ୍ତ୍ରୀର କଟାମୁଣ୍ଡ ଧରି ୧୨ କିଲୋମିଟର ଚାଲିଲା ପିଶାଚ ସ୍ୱାମୀ। ଏଭଳି ଅଭାବନୀୟ ଲୋମଟାଙ୍ଗୁରା ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଂଦିଆ ଥାନା ଅନ୍ତର୍ଗତ ଚନ୍ଦ୍ରଶେଖରପୁର ଗାଁରେ ।…
Read More...

ନିଶାଖୋର ସ୍ବାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀକୁ ୪୦ରୁ ୫୦ ଥର ଛୁରା ମାଡ଼ କରି ମାରିଦେଲା

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଆଜି ସକାଳେ ଭୁବନେଶ୍ବରର ଘାଟିକିଆ ଅଞ୍ଚଳରେ  ଘଟିଛି ହୃଦୟ ବିଦାରକ ଘଟଣା। ସ୍ୱାମୀ ସଞ୍ଜିତ ଦାସ ଅମାନୁଷିକ ଭାବେ ଧାରୁଆ ଛୁରୀରେ ହତ୍ୟା କରିଛି। ବର୍ବର ତାର ସବୁ ସୀମା ଟପି ଯାଇଥିଲା ସଞ୍ଜିତ।…
Read More...