ଧୋକା ଦେଲା ମୌସୁମୀ, ବିଳମ୍ବରେ ଓଡ଼ିଶା ଆସିବ
ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ଓଡିଶାକୁ ନିରାଶ କଲା ମୌସୁମୀ । ଏଥର ବିଳମ୍ୱରେ ଓଡ଼ିଶା ଛୁଇଁବ। ଏ ନେଇ ସ୍ପଷ୍ଟ କଲା ଭାରତୀୟ ପାଣିପାଗ ବିଭାଗ । ୧୩ ତାରିଖ ପର୍ୟ୍ୟନ୍ତ ମୌସୁମୀ ଛୁଇଁବ ନାହିଁ ଓଡିଶା । ସାଧାରଣତ ଜୁନ ୧୨ ରୁ ୧୫…
Read More...
Read More...