Browsing Tag

#jagannathtemple

ନନ୍ଦିଘୋଷରେ ପିଟିହେଲା ପିକ୍ଅପ୍ ଭ୍ୟାନ୍, ୨ ପର୍ଯ୍ୟଟକ ଆହତ

ପୁରୀ(ଓଡ଼ିଆ ନ୍ୟୁଜ୍‌): ବଡଦାଣ୍ଡରେ ନନ୍ଦିଘୋଷରେ ପିଟିହେଲା ପିକ୍ଅପ୍ ଭ୍ୟାନ୍ । ଆଜି ସକାଳେ ପୁରୀ ରଥଖଳା ନିକଟରେ ଏକ ପିକଅପ୍ ଭ୍ୟାନ ୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇ ନନ୍ଦିଘୋଷ ରଥରେ ପିଟି ହୋଇଛି। ତେବେ ଡ୍ରାଇଭରଙ୍କୁ ଫିଟସ୍…
Read More...

ସ୍ନାନବେଦୀରେ ଦିବ୍ୟ ହାତୀବେଶରେ ଦର୍ଶନ ଦେଉଛନ୍ତି ଶ୍ରୀଜିଉ

ପୁରୀ (ଓଡ଼ିଆ ନ୍ୟୁଜ୍‌): ଆଜି ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଦୁର୍ଲଭ ଗଜବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତିି ଶ୍ରୀଜିଉ। ଚତୁର୍ଦ୍ଧାମୂର୍ତ୍ତି ଏହି ଦେବଦୁର୍ଲଭ ଦର୍ଶନ ନିମନ୍ତେ ବଡ଼ଦାଣ୍ଡରେ…
Read More...

୨ ବର୍ଷ ପରେ ସ୍ନାନ ବେଦୀରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ(ଓଡ଼ିଆ ନ୍ୟୁଜ୍‌): ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦୀର୍ଘ ଦୁଇବର୍ଷ ପରେ ସ୍ନାନ ମଣ୍ଡପରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ। ଆଉ କିଛି ସମୟର ଅପେକ୍ଷାପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କିୁଛନ୍ତି…
Read More...

ଆଜି ଶ୍ରୀମନ୍ଦିରରେ ଗୁପ୍ତ ସେନାପଟା ଲାଗି ନୀତି, ଦିନ ୩ଟା ଯାଏ ସାଧାରଣ ଦର୍ଶନ ବନ୍ଦ

ପୁରୀ(ଓଡ଼ିଆ ନ୍ୟୁଜ୍‌): ସୋମବାର ପୂର୍ବାହ୍ନରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଚାଲିଛି । ଏଥିପାଇଁ ମଧ୍ୟାହ୍ନ ୩ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ । ସ୍ନାନଯାତ୍ରା ପ୍ରସ୍ତୁତି ନିମନ୍ତେ ରବିବାରଠାରୁ…
Read More...

ଆଜି ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କ ବାହାଘର

ପୁରୀ(ଓଡ଼ିଆ ନ୍ୟୁଜ୍‌): ଆଜି ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ରୁକ୍ମିଣୀ ହରଣ ଏକାଦଶୀ । ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବାହାଘର ଅନୁଷ୍ଠିତ ହେବ । ଦେବୀ ରୁକ୍ମିଣୀ ମା’ଲକ୍ଷ୍ମୀ ଠାକୁରାଣୀଙ୍କ ବେଶ…
Read More...

ଆସନ୍ତା ୧ରୁ ଆରମ୍ଭ ହେବ ଶ୍ରୀମନ୍ଦିର କଳାହାଟ ଦ୍ୱାର ରୂପା ଛାଉଣୀ କାମ

ପୁରୀ(ଓଡ଼ିଆ ନ୍ୟୁଜ୍‌): ଆସନ୍ତା ୧ରୁ ଆରମ୍ଭ ହେବ ଶ୍ରୀମନ୍ଦିର ଜଗମୋହନରୁ ଗର୍ଭଗୃହକୁ ଯୋଗ କରୁଥିବା କଳାହାଟ ଦ୍ୱାର ରୂପା ଛାଉଣୀ କାମ। ପାଖାପାଖି ୫୦୦ କିଗ୍ରାର ରୁପା ଚାଦର ଏହି ଦ୍ୱାରରେ ବ୍ୟବହାର କରାଯିବ । ଜୁଲାଇ ଏକ…
Read More...

ଏଥର ସ୍ନାନଯାତ୍ରାରେ ଶ୍ରୀଜିଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ(ଓଡ଼ିଆ ନ୍ୟୁଜ୍ ): ଚଳିତ ବର୍ଷ ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ସ୍ନାନଯାତ୍ରା । କରୋନା ମହାମାରୀ ପାଇଁ  ଦୀର୍ଘ ଦୁଇ ଧରି ଶ୍ରୀଜିଉଙ୍କ ସ୍ନାନ ଯାତ୍ରା ଦର୍ଶନରୁ ବଂଚିତ ଥିଲେ ଶ୍ରଦ୍ଧାଳୁ। ତେବେ ଏହଥର ମହାପ୍ରଭୁଙ୍କ…
Read More...