Browsing Tag

jharsuguda by election

ଝାରସୁଗୁଡ଼ା ଉପନିର୍ବାଚନରେ ବାଜି ମାରିଲା ବିଜେଡି, ଟଙ୍କଧରଙ୍କୁ ପରାସ୍ତ କଲେ ଦୀପାଳି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡ଼ାରେ ଶଙ୍ଖନାଦ । ଉପନିର୍ବାଚନରେ ବାଜି ମାରିଲା ବିଜେଡି । ୪୮ହଜାର ୭୨୧ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ପରାସ୍ତ କରିଛନ୍ତି ଦୀପାଳି । ତାଙ୍କୁ ମୋଟ୍‌…
Read More...

ଦୀପାଳି ଏ ମାଟିର ଝିଅ, ସେବା କରିବା ପାଇଁ ଆପଣମାନେ ତାକୁ ସୁଯୋଗ ଦେବେ: ଝାରସୁଗୁଡା ପ୍ରଚାରରେ କହିଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଝାରସୁଗୁଡା ଉପନିର୍ବାଚନ ପ୍ରଚାର ପାଇଁ ମୈଦାନକୁ ଓହ୍ଲାଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଝାରସୁଗୁଡାବାସୀଙ୍କୁ ସମ୍ବୋଧିତ କରିବାକୁ ଯାଇ କହିଛନ୍ତି, ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର…
Read More...

ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଟଙ୍କଧରଙ୍କ ପ୍ରୟାସ, କହିଲେ ଝାରସୁଗୁଡାବାସୀଙ୍କ ସୁଖ ଦୁଃଖର ସାଥି ହେବି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନୂତନ ଓଡିଶା ଗଠନ ପାଇଁ ବିଜେପି ପ୍ରତିଶୃତିବଦ୍ଧ । କେନ୍ଦ୍ରରେ ମୋଦି ସରକାର ଏଥି ପାଇଁ ଓଡିଶାକୁ ପର୍ଯ୍ୟାପ୍ତ ପରିମାଣର ଆର୍ଥିକ ଅନୁଦାନ ଦେଇଚାଲିଛନ୍ତି । ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ…
Read More...

ଝାରସୁଗୁଡ଼ା: ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀର ସଠିକ ଅନୁପାଳନ ପାଇଁ ଏନଫୋର୍ସମେଣ୍ଟ ଅଧିକ କଡ଼ାକଡ଼ି ଭାବରେ ପାଳନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସ୍ବଛ ,ଅବାଧ ଓ ନିରପେକ୍ଷ ନିର୍ବାଚନ…
Read More...

ବଦଳି କରାଯାଇଥିବା ପୋଲିସ ଅଧିକାରୀଙ୍କୁ ତୁରନ୍ତ ଝାରସୁଗୁଡାରୁ ବିଦା କରାଯାଉ, ସିଇଓଙ୍କୁ ଭେଟିଲା ବିଜେପି…

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଝାରସଗୁଡା ଉପନିର୍ବାଚନର ଗତକାଲି ଫାଇନାଲ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏନେଇ ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପ୍ରଚାର ବେଶ୍ ସରଗରମ ହୋଇଛି । ନିର୍ବାଚନ କମିଶନଙ୍କ ନିୟମ ଅନୁଯାୟୀ…
Read More...

ଅଖିଳେଶ ଯାଦବଙ୍କ ସହ ମିଶି ନୀତୀଶ ଫୁଙ୍କିବେ ନିର୍ବାଚନ ବିଗୁଲ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜି ରାଜଧାନୀ ଲକ୍ଷ୍ନøରେ ବିପି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ବିହାରର ଡେପୁଟି ସିଏମ ତେଜସ୍ୱୀ ଯାଦବଙ୍କୁ ଭେଟିବା ପରେ ଏସପି ମୁଖ୍ୟ ଅଖିଳେଶ ଯାଦବ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି…
Read More...

ଝାରସୁଗୁଡ଼ା ଉପ-ନିର୍ବାଚନରେ ଆକର୍ଷଣ ପାଲଟିବେ କହ୍ନେୟା କୁମାର, ତରୁଣ ପାଣ୍ଡେଙ୍କ ପାଇଁ କରିବେ ପ୍ରଚାର

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଚଳିତ ଝାରସୁଗୁଡ଼ା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ତରୁଣ ପାଣ୍ଡେଙ୍କ ନିମନ୍ତେ ପ୍ରଚାର କରିବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପରାମର୍ଶ କ୍ରମେ ଅଖିଳ ଭାରତ…
Read More...

ଝାରସୁଗୁଡା ଉପ ନିର୍ବାଚନ: ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡା ଉପ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ। ମନମୋହନ ସ୍କୁଲ ରୁ ଏକ ବିରାଟ ଶୋଭାଯାତ୍ରାରେ ଆସି ଉପ ଜିଲ୍ଲାପାଳ ଙ୍କର କାର୍ଯ୍ୟାଳୟ ରେ…
Read More...

ଝାରସୁଗୁଡ଼ା ଉପନିର୍ବାଚନ ଭାର ୩ ନେତାଙ୍କ ଉପରେ, ପୂରା ଦାୟିତ୍ବରେ ରହିବେ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପରିଚାଳନା ଦାୟିତ୍ୱ ବରିଷ୍ଠ ନେତାଙ୍କ ଉପରେ ଛାଡ଼ିଛି ବିଜେଡି । ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଏବଂ ସାରଦା ପ୍ରସାଦ ନାୟକଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି…
Read More...

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା, ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ମେ' ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିଆଯିବ ଭୋଟ୍‌ । ମେ' ୧୩ ତାରିଖରେ ଭୋଟ୍‌ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ଉପନିର୍ବାଚନ…
Read More...