ମୋଟଙ୍ଗାରେ ପଥର ଖଣି ବ୍ଲାଷ୍ଟ; ଉଦ୍ଧାର କାର୍ଯ୍ୟ ଜାରି
ଓଡ଼ିଆ ନ୍ୟୁଜ୍: ଢେଙ୍କାନାଳ ମୋଟଙ୍ଗାର ଗୋପାଳପୁର ଖଣିରେ ବ୍ଲାଷ୍ଟ ଓ ଅତଡ଼ା ଖସିବା ଘଟଣା। ମାଟି ଅତଡ଼ା ତଳେ ୨ ମୃତଦେହ ଥିବା ଅଗ୍ନିଶମ ଟିମ୍ର ସୂଚନା। ଗୋଟିଏ ଓଡ୍ରାଫ୍ ଓ ୨ଟି ଅଗ୍ନିଶମ ଟିମ୍ ଉଦ୍ଧାର କାମରେ ନିୟୋଜିତ।…
Read More...
Read More...