Browsing Tag

latestnews

ଝାରସୁଗୁଡ଼ା ଉପନିର୍ବାଚନରେ କଳିଙ୍ଗସେନାର ପ୍ରାର୍ଥୀ ମହେନ୍ଦ୍ର ପଟ୍ଟନାୟକ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ କଳିଙ୍ଗସେନାର ପ୍ରାର୍ଥୀ ମହେନ୍ଦ୍ର ପଟ୍ଟନାୟକ । କଳିଙ୍ଗ ସେନା ସୁପ୍ରିମୋ ହେମନ୍ତ ରଥ ଝାରସୁଗୁଡାର ଉଚ୍ଚଶିକ୍ଷିତ ଯୁବକ ମହେନ୍ଦ୍ର ପଟ୍ଟନାୟକ ନାମକୁ ବିଧିବଦ୍ଧ ଭାବେ…
Read More...

ବିନା ଲାଇସେନ୍ସରେ ରାଜ୍ୟର ଶତାଧିକ କାଉଣ୍ଟରରେ ଚାଲିଛି ମଦ ବିକ୍ରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିନା ଲାଇସେନ୍ସରେ ରାଜ୍ୟର ଶତାଧିକ ବାରରେ ବେଧଡ଼କ ଚାଲିଛି ମଦବିକ୍ରୀ । ରାଜ୍ୟସାରା ଏ ଯାଏଁ ମଦ ଦୋକାନୀଙ୍କ ଲାଇସେନ୍ସ ନବୀକରଣ ହୋଇନାହିଁ । ତାସତ୍ତେ୍ୱ ଶତାଧିକ ବାର, ପବ ଓ ତାରକା ହୋଟେଲରେ…
Read More...

ଶେଷ ହେଲା ସଂସଦର ବଜେଟ୍ ଅଧିବେଶନ: ଲୋକସଭା ଚାଲିଲା ୪୫ ଘଣ୍ଟା, ରାଜ୍ୟସଭା ଚାଲିଲା ୩୧ ଘଣ୍ଟା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଶେଷ ହେଉଛି ସଂସଦର ବଜେଟ୍ ଅଧିବେଶନ । ଶାସକ-ବିରୋଧୀଙ୍କ ହଙ୍ଗାମାରେ ସୁରୁଖୁରୁରେ ଚାଲିପାରିଲାନି ଉଭୟ ଗୃହ । ଦୁଇ ଗୃହର କାର୍ଯ୍ୟ ସମୟ ଏଥର କମିଥିବାବେଳେ, ଅନେକ ବିଧେୟକ ମଧ୍ୟ ପାସ୍…
Read More...

ସଂସଦରୁ ବିଜୟ ଚୌକ ଯାଏ ତ୍ରିରଙ୍ଗା ଯାତ୍ରା କଲେ କଂଗ୍ରେସ ସମେତ ୧୩ ବିରୋଧୀ ଦଳ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଶେଷ ହୋଇଛି ସଂସଦର ବଜେଟ ଅଧିବେଶନ । ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା ହୋଇଛି । ଆଜି ବି ଗୃହ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ପରେ ବାଚସ୍ପତି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ…
Read More...

କେରଳ କଂଗ୍ରେସକୁ ବଡ଼ ଝଟକା: ପଦ୍ମ ଧରିଲେ ଏ.କେ ଆଣ୍ଟୋନିଙ୍କ ପୁଅ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କେରଳ କଂଗ୍ରେସକୁ ଲାଗିଛି ଆଉ ଏକ ଝଟକା । ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ଗୁରୁବାର ଦିନ ବିଜେପିରେ ଯୋଗ ଦେଇଛନ୍ତି। ତେବେ…
Read More...

୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖଣ୍ଡଗିରି ଥାନା ଏସ୍‌ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଖଣ୍ଡଗିରି ଥାନା ଏସ୍‌ଆଇଙ୍କୁ ମାଡ଼ିବସିଲା ଭିଜିଲାନ୍ସ । ଏକ ମାମଲାର ରଫାଦଫା କରିବାକୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ କମିସନରେଟ ପୁଲିସର ଜଣେ ଏସ୍‌ଆଇ ।…
Read More...

ମୁଁହରେ କଳା କପଡ଼ା ବାନ୍ଧି ୬୬୨ ବର୍ଗର ବେସରକାରୀ ଅଧ୍ୟାପକଙ୍କ ଧାରଣା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମୁଁହରେ କଳା କପଡ଼ା ବାନ୍ଧି ଧାରଣାରେ ବସିଛନ୍ତି ୬୬୨ ବର୍ଗର ବେସରକାରୀ ଅଧ୍ୟାପକ।  ନିଖିଳ ଓଡ଼ିଶା ୬୬୨ ବେସରକାରୀ ଅଧ୍ୟାପକ ସଂଘ ପକ୍ଷରୁ ପୁଣି ଏହି ଧାରଣା ଆରମ୍ଭ ହୋଇଛି। ହଜାର ହଜାର ସଂଖ୍ୟକ…
Read More...

‘ଆଧୁନିକ ଭାରତର ମହାତ୍ମା ଗାନ୍ଧି ରାହୁଲ୍‌’ କାହିଁକି ଏମିତି କହିଲେ ବିଧାୟକ, ଜାଣନ୍ତୁ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): 'ଆଧୁନିକ ଭାରତର ମହାତ୍ମା ଗାନ୍ଧି ହେଉଛନ୍ତି ରାହୁଲ୍‌ ଗାନ୍ଧି । ଏପରି କହିଛନ୍ତି ଛତିଶଗଡ଼ର କଂଗ୍ରେସ ନେତା ତଥା ବିଧାୟକ ଅମିତେଶ ଶୁକ୍ଳା । ୨୦୧୮ ବିଧାନସଭା ନିର୍ବାଚନରେ ସର୍ବାଧିକ ଭୋଟ୍‌…
Read More...

ପାତରଅନ୍ତର କରେନି ‘ବିଜେପି’, ଘୃଣା ଓ ହତାଶାରେ ଘାଣ୍ଟି ହେଉଛନ୍ତି ବିରୋଧି: ମୋଦି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦଶନ୍ଧି ଦଶନ୍ଧି ଧରି ଚଳାଉଥିବା ସରକାର ଯେଉଁ କାମକୁ କରିପାରିଲେନି ସେହି କାମ ବିଜେପି ସରକାର କରୁଛି । ଯାହାକୁ ଆଦୌ ସହ୍ୟ କରିପାରୁନାହାନ୍ତି ବିରୋଦି। ଏଥିପାଇଁ ଘୃଣା ଓ ହତାଶାରେ ଘାଣ୍ଟି ହେଉଥିବା…
Read More...

ଟ୍ରେନ୍‌ରେ ହାଇପର୍‌ଟେନ୍‌ସନ୍‌ ତାରକୁ ଛୁଇଁଦେଲେ ଯାତ୍ରୀ, ଆଖି ପିଛୁଳାକେ ଜଳିଗଲେ..

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଟ୍ରେନ୍‌ରେ ଯାତ୍ରା କରିବା ସମୟରେ ରେଲୱେ ଟ୍ରାକ୍‌ ଉପରେ ଯାଇଥିବା ହାଇପର୍‌ଟେନ୍‌ସନ୍‌ ତାରକୁ ଛୁଇଁଦେଲେ ଯାତ୍ରୀ । ଆଖି ପିଛୁଳାକେ ହେଲା ଜୋରଦାର ବିସ୍ଫୋରଣ, ଜଳିଗଲେ । ଏହି ଭୟଙ୍କର ବିସ୍ଫୋରଣରେ…
Read More...