Browsing Tag

latestnews

ହିନ୍ଦୁ ସହପାଠୀକୁ ଚାପୁଡ଼ା ମାରିବା ପାଇଁ କହିଥିବା ସ୍କୁଲ୍‌ ଶିକ୍ଷୟିତ୍ରୀ ଗିରଫ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ହିନ୍ଦୁ ସହପାଠୀକୁ ଚାପୁଡ଼ା ମାରିବା ପାଇଁ କହିଥିବା ସ୍କୁଲ୍‌ ଶିକ୍ଷୟିତ୍ରୀ ଗିରଫ। ଜଣେ ହିନ୍ଦୁ ସହପାଠୀକୁ ଚାପୁଡ଼ା ମାରିବା ଲାଗି ଜଣେ ମୁସଲ୍‌ମାନ ଛାତ୍ରଙ୍କୁ କହିଥିବା ଅଭିଯୋଗରେ ଉତ୍ତର ପ୍ରଦେଶର…
Read More...

ଉଜ୍ଜୟିନୀ ବଳାତ୍କାର ଅଭିଯୁକ୍ତଙ୍କ କେସ୍‌ ଲଢ଼ିବେ ନାହିଁ କୌଣସି ଓକିଲ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଉଜ୍ଜୟିନୀ ବଳାତ୍କାର ଅଭିଯୁକ୍ତଙ୍କ କେସ୍‌ ଲଢ଼ିବେ ନାହିଁ କୌଣସି ଓକିଲ । ମଧ୍ୟପ୍ରଦେଶ ଧର୍ମନଗରୀ ଉଜ୍ଜୟିନୀରେ ଜଣେ ୧୨ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ମାମଲା ସାରା ଦେଶକୁ ସ୍ତବ୍ଧ କରିଦେଇଛି।…
Read More...

ସାଂସଦ ରମେଶ ବିଧୁଡୀଙ୍କୁ ରାଜସ୍ଥାନରେ ବଡ଼ ଦାୟିତ୍ୱ ଦେଲା ବିଜେପି

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଗାମୀ ନିର୍ବାଚନପାଇଁ ରାଜନେତାଙ୍କର ଚାଲିଛି ଜୋରସୋର ପ୍ରଚାର ପ୍ରସାର। ଏହାରି ଭିତରେ ବିଏସପି ସାଂସଦ ଦାନିଶ ଅଲିଙ୍କ ଉପରେ ମନ୍ତବ୍ୟ ଦେଇଥିବା ବିଜେପି ସାଂସଦ ରମେଶ ବିଧୁଡୀଙ୍କୁ ରାଜସ୍ଥାନରେ ଏକ…
Read More...

ଲାଇଭ ସୋ’ ବେଳେ ବାଡାବାଡି ହେଲେ ଦୁଇ ପାକ୍ ନେତା, ବିଶ୍ୱରୁ ଛୁଟୁଛି ନିନ୍ଦା

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଲାଇଭ ସୋ’ ବେଳେ ବାଡାବାଡି ହେଲେ ଦୁଇ ପାକ୍ ନେତା । ପାକିସ୍ତାନରେ ଏକ ରାଜନୈତିକ ଟକ ସୋ ଚାଲିଥାଏ ଟିଭିରେ ହଠାତ ଦେଖିବାକୁ ମିଳିଲା ଦୁଇ ଆଲୋଚକ ପରସ୍ପର ଉପରେ ବର୍ଷିଲେ  । କଥା ଏତେ ଦୂର ଗଲା…
Read More...

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ!

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆହୁରି ଉଗ୍ର ହୋଇଛି ମଣିପୁରରେ ହିଂସା । ମୈତେଇ ସମ୍ପ୍ରଦାୟର ଦୁଇ ଛାତ୍ରଙ୍କ ମୃତ୍ୟୁ ପରେ ରାଜ୍ୟରେ ପୁଣି ନିଆଁ ଜଳିଛି। ଏଥିରେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହଙ୍କ ବାସଭବନ ବି ତ୍ରାହୀ ପାଇ…
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ଜଣଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଜୀବନ। କେନ୍ଦୁଝର ଜିଲ୍ଲା ଆନନ୍ଦପୁର-କରଞ୍ଜିଆ ରାସ୍ତାର ପଦ୍ମପୁର ଗେଟ୍ ଛକ ନିକଟରେ ୨ବାଇକ୍ ମଧ୍ଯରେ ଧକ୍କା ହୋଇଛି । ଦୁର୍ଘଟଣାରେ ମୃତକଙ୍କ ମଧ୍ଯରୁ ୨ଜଣ…
Read More...

ରତ୍ନଭଣ୍ଡାର ମାମଲାର ରାୟ ଶୁଣାଣି: ଚୂଡାନ୍ତ ନିଷ୍ପତ୍ତି ନେବ ହାଇ ପାୱାର କମିଟି

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରତ୍ନଭଣ୍ଡାର ମାମଲାର ରାୟ ପ୍ରକାଶ କଲେ ହାଇକୋର୍ଟ। ହାଇ ପାୱାର କମିଟି ଗଠନ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୨ ମାସ ଭିତରେ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରତ୍ନ…
Read More...

୪ ଘଣ୍ଟା ପରେ ଆୟତ୍ତକୁ ଆସିଲା କଟକ ଚୌଧୁରୀ ବଜାର ନିଆଁ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ୪ ଘଣ୍ଟା ପରେ ଆୟତ୍ତକୁ ଆସିଲା କଟକ ଚୌଧୁରୀ ବଜାର ନିଆଁ। ୯ଟି ଅଗ୍ନିଶମ ବାହିନୀଙ୍କ ଅକ୍ରାନ୍ତ ପରିଶ୍ରମ ଯୋଗୁ ଶେଷରେ ନିଆଁକୁ ଆୟତ୍ତ କରାଯାଇପାରିଛି। ନିଆଁରେ ଦୋକାନଟି ଜଳିପୋଡ଼ି ପାଉଁଶ ହୋଇଯାଇଛି।…
Read More...

ଜାତୀୟ ରାଜପଥ ଉପରେ ବୁଲୁଛି ଗୋଠଛଡ଼ା ଦନ୍ତା, ଲୋକେ ଭୟଭୀତ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଜାତୀୟ ରାଜପଥ ଉପରେ ବୁଲୁଛି ଗୋଠଛଡ଼ା ଦନ୍ତା। ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରପାଳିକାର ଜାଗୃତିକଲୋନିରେ  ବୁଲୁଛି ଦନ୍ତା। ହାତୀକୁ ଦେଖି ସ୍ଥାନୀୟ ଲୋକମାନେ ଭୟଭୀତ ହୋଇଯାଇଥିଲେ। ମିଳିଥିବା…
Read More...

ଲଘୁଚାପର ରୂପ ନେଲା ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ, ସପ୍ତାହେ ଯାଏଁ କାଚିବ ବର୍ଷା

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଲଘୁଚାପର ରୂପ ନେଲା ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଓଡ଼ିଶାରେ ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ କାଚିବ ବର୍ଷା। ଏନେଇ ପୂର୍ବାନୁମାନ କରିଛନ୍ତି ବରିଷ୍ଠ କୃଷି ପାଣିପାଗ ବିଶେଷଜ୍ଞ…
Read More...