Browsing Tag

latestnews

ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ କେନ୍ଦ୍ରାପଡ଼ାରେ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ କେନ୍ଦ୍ରାପଡ଼ାରେ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ। କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ କଟକ -ଚାନ୍ଦବାଲି…
Read More...

ଆଜି ସିଏମଓ ଅଫିସ ସହ ବସିବ ପ୍ରାଥମିକ ଶିକ୍ଷକ ସଂଘର ବୈଠକ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜି ସିଏମଓ ଅଫିସ ସହ ବସିବ ପ୍ରାଥମିକ ଶିକ୍ଷକ ସଂଘର ବୈଠକ। ଏନେଇ ଶିକ୍ଷକ ମହାସଂଘ ସହ ଆଲୋଚନା ପାଇଁ CMO ଅଫିସରୁ ଆସିଛି ଡାକରା। ପିଲାଙ୍କ ପାଠପଢା ପ୍ରଭାବିତ ନହେବା ପାଇଁ ଆଜି ସନ୍ଧ୍ୟା ୫ଟାରେ…
Read More...

ଆଠମଲ୍ଲିକରୁ ୪୫ କେଜି ଗଞ୍ଜେଇ ଜବତ ସହ ଦୁଇ ବେପାରୀ ଗିରଫ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବୌଦ୍ଧ ଜିଲ୍ଲା ଆଠମଲ୍ଲିକରୁ ଜବତ ହୋଇଛି କାରରୁ ୪୫ କେଜି ଗଞ୍ଜେଇ। ଏହା ସହ ଦୁଇ ବେପାରୀ ଗିରଫ କରିଛି ଆଠମଲ୍ଲିକ ବନ ବିଭାଗ। ଏକ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିବାବେଳେ ଧରିଛି ବନ ବିଭାଗ । ୪୫…
Read More...

ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ, ଆୟବ୍ୟୟ ହିସାବ ଆଣିବେ ଚକ୍ରରାଜ ସୁଦର୍ଶନ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜି ଭାଦ୍ରବ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି। ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ରାଧାଷ୍ଟମୀ । ଏହି ତିଥି ଶ୍ରୀକୃଷ୍ଣଙ୍କ ଜନ୍ମ ବା ଜନ୍ମାଷ୍ଟମୀର ୧୫ ଦିନ ପରେ ଆସିଥାଏ । ଶ୍ରୀକୃଷ୍ଣଙ୍କର ଜନ୍ମତିଥିକୁ…
Read More...

ଅରୁଣାଚଳ ଖେଳାଳିଙ୍କୁ ଭିସା ଦେଲାନି ଚାଇନା, ମୁହଁତୋଡ଼ ଜବାବ ଦେଲା ଭାରତ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆସନ୍ତାକାଲିଠୁ ଚୀନର ପୂର୍ବପ୍ରାନ୍ତରେ ଥିବା ହାଙ୍ଗଝୋଉ ସହରରେ  ଆରମ୍ଭ ହେବାକୁ ଏସିଆନ ଗେମ୍ସ। ଏହା ପୂର୍ବରୁ ଭାରତ ଏବଂ ଚୀନ୍ ମଧ୍ୟରେ ବିବାଦଦେଖାଦେଇଛି। ଖେଳ ପୂର୍ବରୁ ଚୀନ୍‌ର ଏକ ନିଷ୍ଠୁର…
Read More...

ଲୋୟର ପିଏମଜିରେ ଗର୍ଜିଲେ ଅଙ୍ଗନବାଡି କର୍ମୀ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଲୋୟର ପିଏମଜିରେ ଗର୍ଜିଲେ ଅଙ୍ଗନବାଡି କର୍ମୀ।୧୦ ଦଫା ଦାବି ନେଇ ଶହଶହ ଅଙ୍ଗନବାଡି କର୍ମୀ ରାଜଧାନୀର ଲୋୟର୍ ପିଏମଜିରେ  ଆନ୍ଦୋଳନ କରୁଛନ୍ତି। ଅଙ୍ଗନବାଡି କର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା…
Read More...

ଏନଡିଏରେ ମିଶିଲା ଜେଡିଏସ୍

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଏନଡିଏରେ ମିଶିଲା ଜେଡିଏସ୍। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡ଼ାଙ୍କ ଦଳ ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହୋଇଛି। ଜେଡିଏସ୍ ନେତା ତଥା କର୍ଣ୍ଣାଟକର…
Read More...

ଗୋଟିଏ ଦିନରେ ରାଜଧାନୀରୁ ଆଉ ୮୬ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ଡେଙ୍ଗୁ ଆତଙ୍କରେ ଏବେ ଓଡ଼ିଶାବାସୀ । ବିଶେଷ କରି ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱରେ ଡେଙ୍ଗୁ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଆଜି…
Read More...

ଓଟିପି ସେୟାରିଂ ସ୍କାମ୍‌ ମାମଲା: ଆସାମରୁ ଆଉ ଜଣେ ଗିରଫ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଓଟିପି ସେୟାରିଂ ସ୍କାମ୍‌ ମାମଲାରେ ଆସାମରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି  ଏସଟିଏଫ୍। ଅଭିଯୁକ୍ତ ଜଣକ ହେଲେ  ଇକ୍ବାଲ ହୁସେନ୍ । ତାଙ୍କୁ ଆସାମର ସ୍ଥାନୀୟ କୋର୍ଟରେ ହଜାର କରି ୫ ଦିନିଆ…
Read More...

୨୮,୨୦୦ କୋଟିର ଅତିରିକ୍ତ ବଜେଟ୍ ଆଗତ କଲେ ଅର୍ଥମନ୍ତ୍ରୀ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜି ରାଜ୍ୟ ବିଧାନସଭାରେ ଆଗତ ହୋଇଛି ଅତିରିକ୍ତ ବଜେଟ୍ । ୨୮ ହଜାର ୨୦୦ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପନ ହୋଇଛି । ୨୦୨୩-୨୪ ଅତିରିକ୍ତ ବଜେଟକୁ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଆଗତ କରିଛନ୍ତି…
Read More...