ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶରେ ଚିନ୍ତା ବଢାଉଛି ମଙ୍କିପକ୍ସ । କେରଳରେ ମଙ୍କିପକ୍ସର ଆକ୍ରାନ୍ତ ଚିହ୍ନଟ ହେବା ପରେ ସାରା ଦେଶରେ ଏହାକୁ କୋକୁଆ ଭୟ । ଏବେ ଦେଶର ରାଜଧାନୀ ଦିଲ୍ଲୀରୁ ମଙ୍କିପକ୍ସର ପ୍ରଥମ ମାମଲା ମିଳିଛି ।…
Read More...
Read More...