Browsing Tag

#newsupdate

ବିଧାନସଭା ଚାଲୁଥିବା ବେଳେ ପର୍ଣ୍ଣ ଭିଡିଓ ଦେଖି ଫସିଲେ ବିଧାୟକ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ବିଧାନସଭା ଚାଲୁଥିବା ବେଳେ ପର୍ଣ୍ଣ ଭିଡିଓ ଦେଖିଲେ ବିଧାୟକ।  ବିଧାନସଭା ଭଳି ପବିତ୍ର ଗୃହରେ ଅଶ୍ଲୀଳ ଭିଡିଓ ଦେଖି ବିଜେପି ବିଧାୟକ ବିବାଦୀୟ ଘେରକୁ ଆସିଛନ୍ତି। ତ୍ରିପୁରା ବିଧାନସଭାରେ ଏକ…
Read More...

ରାମନବମୀରେ ବଡ଼ ଅଘଟଣ: ଇନ୍ଦୋରରେ କୂଅରେ ପଡ଼ି ୧୩ ଜଣଙ୍କର ମୃତ୍ୟୁ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମଧ୍ୟପ୍ରଦେଶ ଇନ୍ଦୋରରେ ରାମନବମୀରେ ବଡ଼ ଅଘଟଣ । ପୂଜାର୍ଚ୍ଚନା ବେଳେ ଛାତ ଧସିଯାଇ ୧୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି । ଇନ୍ଦୋରର ଶ୍ରୀ ବେଲେଶ୍ବର ମହାଦେବ ଝୁଲେଲାଲ ମନ୍ଦିର ପ୍ରାଙ୍ଗଣରେ…
Read More...

ରାଜ୍ୟରେ ଆଉ ଖୋଲିବ ନାହିଁ ନୂଆ ଅଫ୍ ସପ୍ ମଦ ଦୋକାନ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଆସିଲା ଅବକାରୀ ନୀତି । ଏନେଇ ଅବକାରୀ ବିଭାଗ ପକ୍ଷରୁ ଜାରି ହେଲା ନୂଆ ନିୟମ । ରାଜ୍ୟ ସରକାର ଆଇଏମଏଫଏଲ୍ ଉପରେ ଅବକାରୀ ଶୁଳ୍କରେ ସାମାନ୍ୟ ବୃଦ୍ଧି କରିଛନ୍ତି । ଏହା…
Read More...

ପଶ୍ଚିମବଙ୍ଗରେ ପୁଣି ହିଂସା; ରାମନବମୀରେ ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ଜଳାପୋଡ଼ା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପଶ୍ଚିମବଙ୍ଗରେ ପୁଣି ହିଂସା । ହାୱଡ଼ାରେ ରାମନବମୀ ପାଳନ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି । ଏହି ସଂଘର୍ଷ ପରେ ରାସ୍ତାରେ ଥିବା ଅନେକ ଗାଡ଼ିରେ ନିଆଁ ଲଗାଇ ଦିଆଯାଇଛି । କୁହାଯାଉଛି କି,…
Read More...

ପୁଣି ଦୁର୍ଘଟଣାଗ୍ରସ୍ତ ଆମେରିକାର ୨ ବ୍ଲାକହକ୍ ହେଲିକପ୍ଟର, ୯ ଜଣଙ୍କର ମୃତ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଦୁର୍ଘଟଣାଗ୍ରସ୍ତ ହୋଇଛି ଆମେରିକାରିକୀୟ ହେଲିକପ୍ଟର । ଆମେରିକାରିକାର ଦୁଇଟି ଅତ୍ୟାଧୁନିକ ହେଲିକପ୍ଟର ବ୍ଲାକହକ୍ କେଣ୍ଟକିରେ ଉଡୁଥିବା ଅବସ୍ଥାରେ ଦୁର୍ଘଟଣାର ଶୀକାର ହୋଇଛି । ପରସ୍ପର ସହ…
Read More...

ନବନିଯୁକ୍ତ ପର୍ଯ୍ୟବେକ୍ଷକଙ୍କୁ ନେଇ କାଲି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନବୀନ ନିବାସରେ ଆସନ୍ତାକାଲି ବିଜେଡିର ନବନିଯୁକ୍ତ ପର୍ଯ୍ୟବେକ୍ଷକଙ୍କୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ସହ ଆଲୋଚନା କରିବେ। ଝାରସୁଗୁଡ଼ା…
Read More...

କେଉଁ ରାଜ୍ୟରେ କେମିତି ପାଳନ କରନ୍ତି ରାମ ନବମୀ, ଜାଣନ୍ତୁ…

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜି ଚୈତ୍ର ଶୁକ୍ଳ ନବମୀ ତିଥି ଭଗବାନ ଶ୍ରୀରାମ ଚନ୍ଦ୍ରଙ୍କ ଜନ୍ମଦିନ । ପାପର କ୍ଷୟ ଓ ଧର୍ମସ୍ଥାପନ ପାଇଁ ଆଜିର ଦିନରେ ଧରାରତରଣ କରିଥିଲେ ଭଗବାନ ଶ୍ରୀରାମ ଚନ୍ଦ୍ର। ପ୍ରଭୁ ଶ୍ରୀରାମଙ୍କ ଜନ୍ମଦିନ…
Read More...

ଆଜିଠାରୁ ଅଯୋଧ୍ୟାରେ ହେଲିକପ୍ଟର ସେବା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଆଜିଠାରୁ ଅଯୋଧ୍ୟାରୁ ଆରମ୍ଭ ହେଲା ହେଲିକପ୍ଟର ସେବା । ଉତ୍ତରପ୍ରଦେଶ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ହେଲିକପ୍ଟର ସେବା ଆରମ୍ଭ କରାଯାଇଛି । ସକାଳୁ ସକାଳୁ ହେଲିକପ୍ଟରର ପୂଜାର୍ଚ୍ଚନା କରାଯାଇଥିଲା ।…
Read More...

ହେଟ୍ ସ୍ପିଚ୍ ନେଇ କ୍ଷୋଭ ପ୍ରକାଶ କଲେ ସୁପ୍ରିମକୋର୍ଟ, କହିଲେ ‘ସରକାର କ’ଣ ନପୁଂସକ ହୋଇଯାଇଛନ୍ତି’

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ହେଟ୍ ସ୍ପିଚ୍ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଏହା ସହ ହେଟ୍ ସ୍ପିଚ୍ ମାମଲା ନେଇ କୋର୍ଟ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ଦଙ୍ଗା ସୃଷ୍ଟିକାରୀ ଭାଷଣ ଦେଉଥିବା ବ୍ୟକ୍ତିଙ୍କ…
Read More...

ଚୀନର ଋଣ ଜାଲରେ ଛଟପଟ୍ ଛୋଟ ଛୋଟ ରାଷ୍ଟ୍ର

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଚୀନର ଋଣ ଜାଲରେ ଛଟପଟ ଛୋଟ ଛୋଟ ରାଷ୍ଟ୍ର। ଛୋଟ ଛୋଟ ଦେଶ ଗୁଡିକୁ ଟାର୍ଗେଟ କରି ପ୍ରଥମେ ଋଣ ଦେଉଛି । ଏହାପରେ ଋଣ ସୁଝିନପାରି ଦେବାଳିଆ ପରିସ୍ଥିତି ଆସିବା ପରେ ପରେ ଋଣ ସୁଝିବା ପାଇଁ ମଧ୍ୟ ଋଣ…
Read More...