Browsing Tag

#newsupdate

ବାଚସ୍ପତି ଶାସକ ଦଳର କଣ୍ଢେଇ: ଜୟ ନାରାୟଣ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବାରସ୍ପତିଙ୍କ ନିରପେକ୍ଷତା ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧିଦଳ ନେତା ଜୟ ନାରାୟଣ ମିଶ୍ର। ଶାସକ ଦଳ ଉପରକୁ ଯେତେବେଳେ ସଙ୍କଟ ଆସୁଛି ସେତେବେଳେ ଗୃହକୁ ବନ୍ଦ କରି ଦିଆଯାଉଛି।। ବାଚସ୍ପତି ସର୍ବଦଳୀୟ…
Read More...

ହଟ୍ଟଗୋଳ ହେବାରୁ ୪ଟା ଯାଏଁ ଗୃହ ମୁଲତବି କଲେ ବାଚସ୍ପତି

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ହଟ୍ଟଗୋଳ ହେବାରୁ ୪ଟା ଯାଏଁ ଗୃହ ମୁଲତବି କଲେ ବାଚସ୍ପତି। ଗୃହକାର୍ଯ୍ୟ ଆରମ୍ଭରୁ ଗୃହରେ ବିରୋଧୀ ମାନଙ୍କର ପ୍ରବଳ ହଟ୍ଟଗୋଳ । ବିରୋଧୀ ଦଳ ନେତାଙ୍କୁ ଅସମ୍ମାନ ଏବଂ ଦୁଇ ବିଧାୟକଙ୍କ ନିଲମ୍ବନ…
Read More...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ICDS ସୁପରଭାଇଜର

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ICDS ସୁପରଭାଇଜର। ପିଲାଙ୍କ ଖେଳନା ବିଲ୍‌ କରାଇ ଦେବାକୁ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଲାଞ୍ଚ ନେଇଥିଲେ।  ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା…
Read More...

ସୁଦୃଶ ଲଘୁଚାପରେ ପରିଣତ ହେଲା ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ଯାଏଁ ପ୍ରବଳ ଛେଚିବ

ଉତ୍ତର-ପୂର୍ବ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ‌କ୍ଷେତ୍ର ଘନୀଭୂତ ହୋଇ ଏକ ସୁଦୃଶ ଲଘୁଚାପରେ ହୋଇଛି  ପରିଣତ । ଏହାପରେ ଏହା ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ମୁହାଁ ହେବ…
Read More...

ଆଜିଠୁ ଆରମ୍ଭ ପିତୃପକ୍ଷ, ପୁରୀର ବିଭିନ୍ନ ତୀର୍ଥ ପୁଷ୍କରଣୀ ସମେତ ମହୋଦଧିରେ ଭିଡ଼

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଆଜି ଆଶ୍ୱିନ ମାସର ପ୍ରଥମ ପକ୍ଷ। “ପିତୃ ପକ୍ଷ” ନାମରେ ଜଣା । ଏଣୁ ଆଜିଠୁ ଆରମ୍ଭ ହୋଇଛି ପିତୃପକ୍ଷ ।  ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ “ପିତୃପର୍ବ” ମଧ୍ୟ…
Read More...

ବନ୍ଧୁକଚାଳନାରେ ଚତୁର୍ଥକୁ ଉଠିଲା ଭାରତ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବନ୍ଧୁକଚାଳନାରେ ଚତୁର୍ଥକୁ ଉଠିଲା ଭାରତ । ଚଳିତ ଏସୀୟ କ୍ରୀଡ଼ାରେ ଭାରତୀୟ ଦଳ ବନ୍ଧୁକଚାଳନାରୁ ଐତିହାସିକ ସଫଳତା ଅର୍ଜନ କରିଛନ୍ତି। ଯୁବ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରି କେବଳ ଏହି ଖେଳରୁ ୨…
Read More...

ପାକିସ୍ତାନ ଖେଳାଳିଙ୍କୁ ଗୋମାଂସ ଦେବାକୁ ପିସିବିର ପ୍ରଶ୍ନକୁ ପରେ ଘନେଇଲା ବିବାଦ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ପାକିସ୍ତାନ ଖେଳାଳିଙ୍କୁ ଗୋମାଂସ ଦେବାକୁ ପିସିବିର ପ୍ରଶ୍ନକୁ ପରେ ଘନେଇଲା ବିବାଦ। ଦିନିକିଆ ବିଶ୍ୱକପ୍ ୨୦୨୩ ଖେଳିବାକୁ ବାବର ଆଜମଙ୍କ ନେତୃତ୍ବରେ ପାକିସ୍ତାନ ଦଳ  ଭାରତ ଆସିଛି। ଏଠାରେ ଦଳକୁ ଭବ୍ୟ…
Read More...

ବିଶ୍ୱକପ୍‌ ଅଭ୍ୟାସ୍ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶର ଜବରଦସ୍ତ ବିଜୟ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବିଶ୍ୱକପ୍‌ ଅଭ୍ୟାସ୍ ମ୍ୟାଚରେ ନ୍ୟୁଜିଲାଣ୍ଡ ଓ ବାଂଲାଦେଶର ଜବରଦସ୍ତ ବିଜୟ। ଅକ୍ଟୋବର ୫ ତାରିଖରୁ ଦିନିକିଆ ବିଶ୍ୱକପ୍ ଖେଳାଯିବାକୁ ଥିବା ବେଳେ ଶୁକ୍ରବାର(ସେପ୍ଟେମ୍ବର ୨୯) ଟିମ୍‌ଗୁଡ଼ିକ ମଧ୍ୟରେ…
Read More...

୧୦ ମିଟର ଏୟାର ପିସ୍ତଲରେ ଭାରତୀୟ ଦଳକୁ ସ୍ୱର୍ଣ୍ଣ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଚଳିତ ଏସୀୟ କ୍ରୀଡ଼ାରେ ୧୦ ମିଟର ଏୟାର ପିସ୍ତଲରେ ସ୍ୱର୍ଣ୍ଣ ହାସଲ କରିଛି ଭାରତୀୟ ଦଳ । ଭାରତର ପଦକ ତାଲିକାରେ ଗୋଟିଏ ଲେଖାଏଁ ସ୍ବର୍ଣ୍ଣ, ରୌପ୍ୟ ଓ କାଂସ୍ୟ ଯୋଡ଼ି ହୋଇଛି। ଫଳରେ ଭାରତର ପଦକ…
Read More...

ହଲିଉଡ୍‌ ସିନେମା ଜଗତ ପାଇଁ ଦୁଃଖଦ ଖବର: ୮୨ ବର୍ଷ ବୟସରେ ହ୍ୟାରୀ ପୋଟର୍‌ରଙ୍କ ପରଲୋକ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ହଲିଉଡ୍‌ ସିନେମା ଜଗତରୁ ଆସିଲା ଦୁଃଖଦ ଖବର। ଫିଲ୍ମ ‘ହ୍ୟାରୀ ପୋଟର୍‌’ରେ ଏଲ୍‌ବସ ଡମ୍ବଲଡୋର୍‌ର ରୋଲ୍‌ ପ୍ଲେ କରିଥିବା ଜଣାଶୁଣା ଅଭିନେତା ସାର୍‌ ମାଇକେଲ୍‌ ଗାମ୍ବୋନ୍‌ଙ୍କ ନିଧନ ହୋଇଛି।…
Read More...