Browsing Tag

#newsupdate

ସାବଧାନ୍ ! ସ୍ବାସ୍ଥ୍ୟ ସଚିବଙ୍କ ନକଲି ଦସ୍ତଖତରେ ବୁଲୁଛି ସ୍ଥାୟୀ ନିଯୁକ୍ତି ଚିଠି

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସ୍ବାସ୍ଥ୍ୟ ସଚିବଙ୍କ ନକଲି ଦସ୍ତଖତରେ ବୁଲୁଛି ସ୍ଥାୟୀ ନିଯୁକ୍ତି ଚିଠି । ରାଜ୍ୟ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ନକଲି ଦସ୍ତଖିତ ସମ୍ବଳିତ ଏକ ସ୍ଥାୟୀ ନିଯୁକ୍ତି ଚିଠି ସାମାଜିକ ଗଣମାଧ୍ୟମରେ…
Read More...

ରାଜ୍ୟ ସରକାରଙ୍କୁ ୫ କୋଟି ଟଙ୍କାର ଲାଭାଂଶ ପ୍ରଦାନ କଲା ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରାଜ୍ୟ ସରକାରଙ୍କୁ ୫ କୋଟି ଟଙ୍କାର ଲାଭାଂଶ ପ୍ରଦାନ କଲା ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ । ରାଜ୍ୟ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁ, ପରିଚାଳନା…
Read More...

ରିଲିଜ୍ ହେଲା ଗଦର-2ର ଟ୍ରେଲର, ପୁଅ ଜିତକୁ ଫେରାଇ ଆଣିବାକୁ ପାକିସ୍ତାନ ଯିବେ ତାରା ସିଂ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମୁକ୍ତିଲାଭ କରିଛି ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଗଦର-2ର ଟ୍ରେଲର । ଟ୍ରେଲରରେ ପୁଅ ଜିତକୁ ଫେରାଇ ଆଣିବାକୁ ପାକିସ୍ତାନ ଯିବେ ତାରା ସିଂ। ଫିଲ୍ମର ଟ୍ରେଲରରେ ସନି ଦେଓଲ ପୁଣିଥରେ…
Read More...

ମାଲକାନଗିରିରେ ବର୍ଷା ବିତ୍ପାତ: ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ, ଭାସି ଜଣଙ୍କର ମୃତ୍ୟୁ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମାଲକାନଗିରିରେ ଜାରି ରହିଛି ବର୍ଷା ବିତ୍ପାତ। ବନ୍ୟାଜଳରେ ଭାସି ଜଣଙ୍କର ପ୍ରାଣହାନି ଘଟିଛି। ମୃତକ ହେଲେ ରାସବେଡା ପଞ୍ଚାୟତ ମୁଦୁଲିଗୁଡା ଗାଁର ଘେନୁ ଚାଲାଣ। ଗତକାଲି ଜମିକୁ ଯାଇ ଆଉ ଘରକୁ ଫେରି ନ…
Read More...

ଭାରତୀୟ ହକି ‌ଦଳରେ ସ୍ଥାନ ପାଇଲେ ଓଡ଼ିଶାରୁ କେବଳ ଅମିତ ରୋହିଦାସ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭାରତୀୟ ହକି ‌ଦଳରେ ସ୍ଥାନ ପାଇଲେ ଓଡ଼ିଶାରୁ କେବଳ ଅମିତ ରୋହିଦାସ। ଆସନ୍ତା ମାସରେ ଚେନ୍ନାଇରେ ହେବାକୁଥିବା ଏସୀୟ ଚାମ୍ପିଅନ୍ସ ଟ୍ରଫି ଲାଗି ସୋମବାର ଭାରତୀୟ ହକି ଦଳ ଘୋଷିତ ହୋଇଛି। ଏହି ୧୮…
Read More...

ବାରବାଟୀରେ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ପ୍ରସ୍ତାବକୁ ଓସିଏର ପ୍ରତ୍ୟାଖ୍ୟାନ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବାରବାଟୀରେ ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ପ୍ରସ୍ତାବକୁ ଓସିଏର ପ୍ରତ୍ୟାଖ୍ୟାନ। ଭାରତରେ ଅନୁଷ୍ଠିତ ହେବାକୁ ଥିବା ଦିନିକିଆ ବିଶ୍ବକପ୍ କ୍ରିକେଟରେ ଗୋଟିଏ ବି ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମକୁ…
Read More...

‘ଆଇସିସି’ ବିଶ୍ବକପ୍‌ ୨୦୨୩: ବଦଳି ପାରେ ଅକ୍ଟୋବର ୧୫ରେ ଥିବା ଭାରତ-ପାକିସ୍ତାନ ମ୍ୟାଚ୍‌

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ‘ଆଇସିସି’ ବିଶ୍ବକପ୍‌ ୨୦୨୩ ପାଇଁ ବଦଳି ପାରେ ଅକ୍ଟୋବର ୧୫ରେ ଥିବା ଭାରତ-ପାକିସ୍ତାନ ମ୍ୟାଚ୍‌। ନବରାତ୍ରୀ ମହୋତ୍ସବ ପଡୁଥିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ‘କ୍ରିକେଟ୍‌…
Read More...

ଲାଞ୍ଚ ନେଇ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର କନିଷ୍ଠ ଯନ୍ତ୍ରୀ ରଜନୀ କାନ୍ତ ମାଝୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ…
Read More...

ମହିଳାଙ୍କ ଅଭିନବ ପ୍ରତିବାଦ: ଶୁଣୁନି ପ୍ରଶାସନ, ରାସ୍ତାରେ ରୋଇଲେ ଧାନ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଶୁଣୁନି ପ୍ରଶାସନ, ରାସ୍ତାରେ ରୋଇଲେ ଧାନ। କାଦୁଅ ପଚ୍ ପଚ୍ ରାସ୍ତା । ପାଦ ଖସିଗଲେ କଥା ସରିଲା । ଗାଁକୁ ରାସ୍ତା ନେଇ ରାଜ୍ୟ ସରକାର ବିକାଶର ବାଜଣା ପିଟୁଥିବା ବେଳେ ଏବେ ବି ଅନେକ ଗାଁକୁ ରାସ୍ତା…
Read More...

ନକ୍ସଲ ନାଁରେ କରୁଥିଲେ ଦାଦାବଟି, ବାନ୍ଧିଲା ପୋଲିସ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ନକ୍ସଲ ନାଁରେ କରୁଥିଲେ ଦାଦାବଟି, ବାନ୍ଧିଲା ପୋଲିସ। ନକ୍ସଲ ସଂଗଠନ ନାଁରେ ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗୁଥିଲା। ବଟି ନଦେଲେ ଯାବତୀୟ ଧମକଚମକ ବି ଦେଉଥିଲା। ଏନେଇ ବନ୍ଧମୁଣ୍ଡା ଥାନାରେ ଏତଲା…
Read More...