ହ୍ୱାଇଟ ହାଉସରୁ ଡ୍ରଗ୍ସ ଜବତ, ବାଇଡେନଙ୍କ ପୁଅ ଲୁଚେଇଥିବା ସନ୍ଦେହ
ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆମେରିକା ରାଷ୍ଟ୍ରପତିଙ୍କ ଅଫିସିଆଲ ରେସିଡେଣ୍ଟ ହ୍ୱାଇଟ ହାଉସରୁ ଜବତ ହୋଇଛି ଧଳା ପାଉଡର। ଏହି ପାଉଡରକୁ ପରୀକ୍ଷା କରିବା ପରେ ଏହା ନିଶାଦ୍ରବ୍ୟ କୋକିନ ବୋଲି ପ୍ରମାଣିତ ହୋଇଛି । ଏନେଇ ଆମେରିକାର…
Read More...
Read More...