Browsing Tag

#newsupdate

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନେଇ ଆସିଲା ଅଧ୍ୟାଦେଶ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନେଇ ଆସିଲା ଅଧ୍ୟାଦେଶ। ବହୁ ବାଦ ବିବାଦ ପରେ ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଅଧ୍ୟାଦେଶ । ଆଇନ ବିଭାଗ ପକ୍ଷରୁ ଗେଜେଟ୍‌…
Read More...

ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର, ୩ ଜଣଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ନବରଙ୍ଗପୁରରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ । ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର । ଜଣେ ଗୁରୁତରଙ୍କୁ ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରାଯାଇଛି ।…
Read More...

ଫୁଲ ତୋଳିବା ବେଳେ ପାଇଖାନା ଟାଙ୍କିକୁ ଖସି ପଡ଼ି ବୃଦ୍ଧାଙ୍କ ମୃତ୍ୟୁ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଫୁଲ ତୋଳୁଥିବା ସମୟରେ ପାଇଖାନା ଟାଙ୍କିକୁ ଖସି ପଡ଼ି ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। କଟକ ଯୋବ୍ରା ଅଞ୍ଚଳରେ ଏହି ଘଟଣାଟି ଘଟିଛି। ମୃତ ମହିଳାଙ୍କ ନାଁ ଜୟନ୍ତୀ ରାଉତ ଓ ତାଙ୍କ ବୟସ ୫୮ ବର୍ଷ ବୋଲି…
Read More...

ବିଶ୍ବବିଦ୍ୟାଳୟଗୁଡ଼ିକରେ ଆଡ଼ମିସନରେ ଜାତି-ଧର୍ମର ସଂରକ୍ଷଣକୁ ନିଷିଦ୍ଧ କଲେ ଆମେରିକା ସୁପ୍ରିମ୍‌କୋର୍ଟ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିଶ୍ବବିଦ୍ୟାଳୟଗୁଡ଼ିକରେ ଆଡ଼ମିସନ କ୍ଷେତ୍ରରେ ଜାତି-ଧର୍ମର ସଂରକ୍ଷଣକୁ ନିଷିଦ୍ଧ କରିଛନ୍ତି ଆମେରିକା ସୁପ୍ରିମ୍‌କୋର୍ଟ । ଏହାଦ୍ବାରା ଅନେକ ଦଶନ୍ଧି ଧରି ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକ ସୁବିଧା…
Read More...

ନିୟମିତ ଟିକାକରଣ ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ‘ୟୁୱିନ୍’ ପୋର୍ଟାଲ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ନିୟମିତ ଟିକାକରଣ ପାଇଁ ରାଜ୍ୟ ସରକାର ଆରମ୍ଭ କଲେ ‘ୟୁୱିନ୍’ ପୋର୍ଟାଲ । ରାଜ୍ୟରେ ଗଞ୍ଜାମ ଓ କୋରାପୁଟ ଜିଲ୍ଲାରେ ପାଇଲଟ୍‌ ପ୍ରକଳ୍ପ ଭାବେ ଏହା ଆରମ୍ଭ କରାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ…
Read More...

ଜାଲରେ ପଡ଼ିଲା ୩୦ କେଜିଆ କଳା ସାରଣ୍ଟ ମାଛ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ସୋହଡା ପଞ୍ଚାୟତ ପିତେଇପୁର ସ୍ଥିତ ବୈତରଣୀ ନଦୀରୁ ଜାଲରେ ପଡ଼ିଲା ୫ଫୁଟ ଲମ୍ବ ସାରଣ୍ଟ ମାଛ । ଏହା ପ୍ରାୟ ୩୦ କିଲୋ ଓଜନର । ବର୍ଷା ଯୋଗୁଁ ନଦୀରେ ଜଳସ୍ତର ବୃଦ୍ଧି…
Read More...

ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ଅହମଦାବାଦରେ ହୋଟେଲ୍‌ ରୁମ୍‌ ଦର ୧୦ ଗୁଣା ବୃଦ୍ଧି

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ଅହମଦାବାଦରେ ହୋଟେଲ୍‌ ରୁମ୍‌ ଦର ୧୦ ଗୁଣା ବୃଦ୍ଧି । ଅକ୍ଟୋବର-ନଭେମ୍ବରରେ ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ପୁରୁଷ ବିଶ୍ବକପ୍‌ ପାଇଁ ଖେଳସୂଚୀ ଘୋଷଣା…
Read More...

ଧୋଇଗଲା ଧବଳେଶ୍ବର ମନ୍ଦିରକୁ ଅସ୍ଥାୟୀ ରାସ୍ତା, ବାବାଙ୍କ ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଧୋଇଗଲା ଧବଳେଶ୍ବର ମନ୍ଦିରକୁ ଅସ୍ଥାୟୀ ରାସ୍ତା । ମହାନଦୀରେ ପାଣି ଆସିବାରୁ ଏଭଳି ଅବସ୍ଥା ଉପୁଜିଥିବା କୁହାଯାଉଛି। ରାସ୍ତା ଧୋଇ ଯିବାରୁ ଧବଳେଶ୍ୱରଙ୍କ ଦର୍ଶନରୁ ଶ୍ରଦ୍ଧାଳୁମାନେ ବଞ୍ଚିତ…
Read More...

ଜୁଲାଇ ୭ରେ ଏସୀୟ କ୍ରୀଡ଼ା ନିଷ୍ପତ୍ତି ନେବ ବିସିସିଆଇ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଜୁଲାଇ ୭ରେ ଏସୀୟ କ୍ରୀଡ଼ା ନିଷ୍ପତ୍ତି ନେବ ବିସିସିଆଇ । ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଭା‌ଗ ନେବା ନେଇ ନିଷ୍ପତ୍ତି ଜୁଲାଇ ୭ରେ ହେବାକୁ ଥିବା ଭାରତୀୟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଆପେକ୍ସ…
Read More...

ଏସୀୟ କବାଡ଼ି ଚାମ୍ପିଅନ୍‌ସିପ୍‌: ଫାଇନାଲ୍‌ରେ ଭାରତ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଏସୀୟ କବାଡ଼ି ଚାମ୍ପିଅନ୍‌ସିପରେ ଫାଇନାଲ୍‌ରେ ପ୍ରବେଶ କରିଛି ଭାରତ। ପ୍ରଥମ ୩ ମ୍ୟାଚ୍‌ରେ ଆୟୋଜକ ଦକ୍ଷିଣ କୋରିଆ, ଚାଇନିଜ୍‌ ତାଇପେ ଓ ଜାପାନକୁ ହରାଇଥିବା ଭାରତ ଗୁରୁବାର ଇରାନକୁ ୩୩-୨୮ରେ…
Read More...