Browsing Tag

#odianews

ବିଧାନସଭାରେ ଉପସ୍ଥାପିତ ହେଲା ୨ ଲକ୍ଷ କୋଟିର ପୂର୍ଣ୍ଣାଙ୍ଗ ବଜେଟ୍: କୃଷି ବିକାଶକୁ ଗୁରୁତ୍ଵ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ।…
Read More...

ଗୁଣ୍ଡିଚା ମନ୍ଦିର ରୋଷଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ, ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ

ପୁରୀ(ଓଡ଼ିଆ ନ୍ୟୁଜ୍‌): ମହାପ୍ରଭୁଙ୍କ ରୋଷଘର ଭଙ୍ଗାର ହେଲା ପୁନରାବୃର୍ତ୍ତି । ପୁରୀ ଗୁଣ୍ଡିଚା ମନ୍ଦିରରେ ରୋଷ ଘର ଚୁଲି ଭାଙ୍ଗିଲେ ଦୁର୍ବୃତ୍ତ। ମୋଟ ୭୫୨ ଚୁଲିରୁ ୨୦ ଟି ଚୁଲି ଭାଙ୍ଗା ଯାଇଥିବା ସୁଆର ମହାସୁଆର ପକ୍ଷରୁ…
Read More...

ଶରଧାବାଲିରେ ଶ୍ରୀଜିଉ; ଆଜି ସନ୍ଧ୍ୟା ଧୂପ ପରେ ଯିବେ ଆଡ଼ପ ମଣ୍ଡପ

ପୁରୀ(ଓଡ଼ିଆ ନ୍ୟୁଜ୍‌): ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ଅଟକିଛି ତିନି ରଥ । ଆଜି ସନ୍ଧ୍ୟା ଧୂପ ନୀତି ପରେ ରଥାରୁଢ ଚତୁର୍ଦ୍ଧା ମୂରତିଙ୍କର ହେବ ଆଡ଼ପ ମଣ୍ଡପ ବିଜେ ନୀତି । ରଥ ଉପରେ ମହାପ୍ରଭୁଙ୍କ ଦୈନନ୍ଦିନ…
Read More...

ଆରମ୍ଭ ହେଲା ମୌସୁମୀ ଅଧିବେଶନ, ଭିସିରେ ଯୋଡ଼ିହୋଇଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଚାଲିଛି ଗୃହକାର‌୍ୟ୍ୟ । ମୁଖ୍ୟମନ୍ତ୍ରୀଙ୍କ ସମେତ କିଛି ବିଧାୟକ ଭିସିରେ ସାମିଲ…
Read More...

ଆଜି ମୌସୁମୀ ଅଧିବେଶନରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ୍

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ । ତେବେ ଅଧିବେଶନର ପ୍ରଥମ ଦିନରେ ଆଜି ୨୦୨୨-୨୩ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରାଯିବ । ବିପର‌୍ୟ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି,…
Read More...

ରଥଯାତ୍ରାରେ ରାଗଚଣା ବିକିଲେ ପଦ୍ମଶ୍ରୀ ହଳଧର ନାଗ୍‌

ବରଗଡ଼(ଓଡ଼ିଆ ନ୍ୟୁଜ୍‌): ପଦ୍ମଶ୍ରୀ ପୁରସ୍କାରରେ ପୁରସ୍କୃତ ହେବା ପରେ ବି ପରମ୍ପରା ବଦଳି ନାହାନ୍ତି ପଦ୍ମଶ୍ରୀ ହଳଧର ନାଗ । ପୂର୍ବର ଜୀବନ ଜୀବିକା ସହିତ ଅତୀତକୁ ମନେ ରଖିବା ପାଇଁ ରଥଯାତ୍ରାରେ ରାଗଚଣା ବିକ୍ରୀ କରିଛନ୍ତି…
Read More...

ଆଜି ବିଧାୟକ ଦଳ ବୈଠକ

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବିଜେଡି ବିଧାୟକ ଦଳ ବୈଠକ । ସେହିପରି ଦଳୀୟ କାର‌୍ୟ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ବସିଥିବା ବେଳେ କଂଗ୍ରେସର ମଧ୍ୟ ବିଧାୟକ ଦଳ…
Read More...

ଆଜିଠୁ ରାଜ୍ୟରେ ବଢିବ ବର୍ଷା, ୪ରୁ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଆଜିଠୁ ୫ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଜୁଲାଇ ୪ ତାରିଖ ଉତର ଓଡିଶା ଏବଂ ତତସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ।…
Read More...

ରଥାରୁଢ ଶ୍ରୀଜୀଉଙ୍କୁ ଦର୍ଶନ କରିଲେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ

ପୁରୀ(ଓଡ଼ିଆ ନ୍ୟୁଜ୍‌):ବଡଦାଣ୍ଡରେ ରଥାରୁଢ ଶ୍ରୀଜୀଉଙ୍କୁ ଦର୍ଶନ କରିଲେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ। ଆଜି ପ୍ରଥମେ ଶ୍ରୀମନ୍ଦିର ସେବାୟତମାନେ ଶ୍ରୀସୁଦର୍ଶନଙ୍କୁ ରଥାରୁଢ଼ କରିଥିଲେ । ଏହା ପରେ ପ୍ରଭୁ ବଳଭଦ୍ରଙ୍କୁ ପହଣ୍ଡି…
Read More...

ବଡ଼ଦାଣ୍ଡରେ ଗଡ଼ିଲା ରଥ, ମାଉସୀ ମା ଘର ଅଭିମୁଖେ ବାହାରିଲେ ତିନି ଠାକୁର

ପୁରୀ(ଓଡ଼ିଆ ନ୍ୟୁଜ୍‌): ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ଼ଦାଣ୍ଡରେ ଗଡ଼ିଲା ରଥ। ମାଉସୀ ମା ଘର ଅଭିମୁଖେ ବାହାରିଲେ ତିନି ଠାକୁର। ସୁସଜ୍ଜିତ ଦିବ୍ୟ ୩ ରଥରେ ଜନ୍ମବେଦୀକୁ ବାହାରିଲେ ଶ୍ରୀଜିଉ। ପ୍ରଥମେ ଗଡ଼ିଲା ବଡ଼ ଭାଇ ବଳଭଦ୍ରଙ୍କ…
Read More...