Browsing Tag

#odianews

ପୂର୍ବତନ କୁଳପତିଙ୍କୁ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ ଜେଲ୍‌ ଦଣ୍ଡ

ଓଡ଼ିଆ ନ୍ୟୁଜ୍: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଡ. ଧ୍ରୁବରାଜ ନାୟକଙ୍କୁ ହତ୍ୟା ମାମଲାରେ ଦୋଷୀକୁ ଆଜୀବନ ଜେଲ୍‌ ଦଣ୍ଡ। ମାମଲାର ବିଚାର କରି ଝାରସୁଗୁଡ଼ା ଏଡିଜେ କୋର୍ଟ ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ରାୟ…
Read More...

କଣାସରେ ଝାଡ଼ାବାନ୍ତି: ଆଜି ଆଉ ଜଣଙ୍କର ଜୀବନ ଗଲା

ଓଡ଼ିଆ ନ୍ୟୁଜ୍: ପୁରୀ ଜିଲ୍ଲାର କଣାସରେ ଥମିବାରେ ନାଁ ଧରୁନି ଝାଡ଼ାବାନ୍ତି। ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି। ମୃତକ ହେଲେ କଣାସ ବ୍ଲକର ଜାଗୁଳେଇପଦର ଗ୍ରାମର ବାସିନ୍ଦା କୃଷ୍ଣ…
Read More...

ଘର ଲୋକଙ୍କୁ ନିଶାଦେଇ ଫେରାର ହେଇଗଲା ନାବାଳିକା

ଓଡ଼ିଆ ନ୍ୟୁଜ୍: ଘର ଲୋକଙ୍କୁ ନିଶାଦେଇ ଫେରାର ହେଇଗଲା ନାବାଳିକା। ଯାଜପୁର ଜିଲ୍ଲା କୁଆଖିଆ ଥାନା ନଠୁଆବର ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମିକର ପ୍ରରୋଚନାରେ ନିଜ ପରିବାର ଲୋକଙ୍କୁ ନିଶାଦେଇ ଘରୁ ଫେରାର…
Read More...

ମାନଙ୍କ ଘରେ ପହଞ୍ଚି ତଦନ୍ତ କଲେ ନିର୍ବାଚନ କମିଶନଙ୍କ ଟିମ୍

ଓଡ଼ିଆ ନ୍ୟୁଜ୍: ଆଜି ନିର୍ବାଚନ କମିଶନଙ୍କ ଦଳ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କର କପୁରଥାଲା ବାସଭବନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ଉପରେ ଆପର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ବିଜେପି…
Read More...

ୱାଶିଂଟନରେ ବଡ଼ ଧରଣର ବିମାନ ଦୁର୍ଘଟଣା: ୬୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା

ଓଡ଼ିଆ ନ୍ୟୁଜ୍: ଆମେରିକାର ୱାଶିଂଟନରେ ବଡ଼ ଧରଣର ବିମାନ ଦୁର୍ଘଟଣା ହୋଇଛି। ମଝି ଆକାଶରେ ଏକ ଯାତ୍ରୀବାହୀ ବିମାନ ଓ ଆମେରିକା ସେନାର ହେଲିକପ୍ଟର ପରସ୍ପରକୁ ଧକ୍କା ଦେବା ଫଳରେ ୬୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା…
Read More...

ମହାକୁମ୍ଭରେ ଦଳାଚକଟା ନେଇ ସୁପ୍ରିମକୋର୍ଟରେ ରୁଜୁ ହେଲା ଜନସ୍ୱାର୍ଥ ମାମଲା

ଓଡ଼ିଆ ନ୍ୟୁଜ୍: ପ୍ରୟାଗରାଜ ମହାକୁମ୍ଭରେ ଦଳାଚକଟା ନେଇ ସୁପ୍ରିମକୋର୍ଟରେ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା। ଜାନୁଆରି ୨୯ ତାରିଖ ସକାଳେ ସଙ୍ଗମ ଅଞ୍ଚଳରେ ଘଟିଥିବା ଏହି ଦଙ୍ଗାରେ ଅତି କମରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…
Read More...

ବଣାଇ ଆଇଟିଡିଏ ପ୍ରକଳ୍ପ ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଓଡ଼ିଆ ନ୍ୟୁଜ୍: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ବିଶ୍ଵଦର୍ଶୀ ସାହୁଙ୍କୁ ବାନ୍ଧିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବିଶ୍ଵଦର୍ଶୀ ସାହୁଙ୍କର ୭ଟି ଠିକଣା ଉପରେ ଚଢ଼ଉ…
Read More...

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମା’ ହେଲା ସିମ୍ପାଞ୍ଜି ‘ଦୁର୍ଗା’

ଓଡ଼ିଆ ନ୍ୟୁଜ୍: ପ୍ରାଣୀ ପ୍ରେମୀଙ୍କ ପାଇଁ ଖୁସି ଖବର। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ମା’ ହେଲା ସିମ୍ପାଞ୍ଜି ‘ଦୁର୍ଗା’। ସେ ଏକ ସନ୍ତାନକୁ ଜନ୍ମ ଦେଇଛି। ଫଳରେ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ସଂଖ୍ୟା ୮କୁ ବୃଦ୍ଧି ପାଇଛି।…
Read More...

ପୁଣି ମହାକୁମ୍ଭରେ ଅଗ୍ନିକାଣ୍ଡ

ଓଡ଼ିଆ ନ୍ୟୁଜ୍: ପୁଣି ମହାକୁମ୍ଭରେ ଘଟିଛି ଅଗ୍ନିକାଣ୍ଡ। ସେକ୍ଟର ୨୨ ଛତନାଗ ଝୁଁସୀରେ ନିର୍ମିତ ଟେଣ୍ଟ ସିଟିରେ ଗୁରୁବାର ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଲୋକ କିଛି ବୁଝିବା ଆଗରୁ ନିଆଁ ଭୟଙ୍କର ରୂପ…
Read More...

କାଲିଠୁ ସଂସଦର ବଜେଟ୍ ଅଧିବେଶନ

ଓଡ଼ିଆ ନ୍ୟୁଜ୍: ନ୍ତାକାଲିଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ୍ ଅଧିବେଶନ। ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦରେ ସମ୍ବୋଧନ କରିବେ। ଏହାପରେ ଫେବ୍ରୁଆରି ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…
Read More...