Browsing Tag

#odianews

ସରକାରୀ ବିଦ୍ୟାଳୟରେ ଦୟନୀୟ ସ୍ଥିତି: ୫,୧୧୧ ସ୍କୁଲରେ ପଢ଼ୁଛନ୍ତି ୨୦ରୁ କମ୍‌ ପିଲା

ଓଡ଼ିଆ ନ୍ୟୁଜ୍: ସରକାରୀ ବିଦ୍ୟାଳୟରେ ଦୟନୀୟ ସ୍ଥିତି। ଓଡ଼ିଶାର ୫,୧୧୧ ବିଦ୍ୟାଳୟରେ ୨୦ରୁ କମ୍‌ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ସେଥିମଧ୍ୟରୁ ୮୦୦ ବିଦ୍ୟାଳୟରେ ୧୦ରୁ କମ୍‌ ପିଲା ଅଛନ୍ତି। ଏମିତିକି ସ୍କୁଲ ରହିଛି ଯେଉଁଠାରେ ପିଲା…
Read More...

ମାଲବାହୀ ଜାହାଜ ଉପରେ ଋଷ୍‌ର ମିସାଇଲ୍ ଆକ୍ରମଣରେ ୪ ଭାରତୀୟ ମୃତ

ଓଡ଼ିଆ ନ୍ୟୁଜ୍: ମାଲବାହୀ ଜାହାଜ ଉପରେ ଋଷ୍‌ର ମିସାଇଲ୍ ଆକ୍ରମଣରେ ୪ ଭାରତୀୟ ମୃତ। ଗିନି-ବିସାଉର ପତାକା ଲଗାଇ 'ଏମଭି ଗୋଲ୍ଡେନ୍ ଲିଓ' ନାମକ ଏକ କାର୍ଗୋ ଜାହାଜ ଜୁଲାଇ ୧୯ (ରବିବାର) ସନ୍ଧ୍ୟାରେ ଓଡେସା ବନ୍ଦରରୁ ମକା ନେଇ…
Read More...

ତ୍ରିପୁରା ଡିଜିପିଙ୍କ ସନ୍ଦେହଜନକ ମୃତ୍ୟୁ

ଓଡ଼ିଆ ନ୍ୟୁଜ୍: ତ୍ରିପୁରା ଡିଜିପିଙ୍କ ସନ୍ଦେହଜନକ ମୃତ୍ୟୁ। ରାଜଧାନୀ ଅଗରତାଲାରେ ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ (Anurag Dhankar)ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ପ୍ରାଥମିକ ସୂଚନା ଅନୁଯାୟୀ, ସୋମବାର…
Read More...

ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ

ଓଡ଼ିଆ ନ୍ୟୁଜ୍: ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଆଣ୍ଡି ବର୍ନହାମ।  ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଆଣ୍ଡି ବର୍ନହାମ। ଗତ ୧୦ ବର୍ଷ ମଧ୍ୟରେ ସେ ବ୍ରିଟେନର ସପ୍ତମ ପ୍ରଧାନମନ୍ତ୍ରୀ…
Read More...

ଭୁଶୁଡ଼ିଲା ନିର୍ମାଣାଧୀନ ଟନେଲ୍, ୭ ମୃତ

ଓଡ଼ିଆ ନ୍ୟୁଜ୍: ଭୁଶୁଡ଼ିଲା ନିର୍ମାଣାଧୀନ ଟନେଲ୍, ୭ ମୃତ। ସିକ୍କିମର ନାମଚି ଜିଲ୍ଲାର ଝୋଲୁଙ୍ଗେ ସମରଡୁଙ୍ଗ ନିକଟରେ ନିର୍ମାଣାଧୀନ ଏକ ଟନେଲ ଭୁଶୁଡ଼ି ପଡ଼ିଛି। ଫଳରେ ଫସି ରହିଥିବା ଆଠ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।…
Read More...

ଓଲଟି ପଡ଼ିଲା OSRTC ବସ୍, ୩୦ ଆହତ

ଓଡ଼ିଆ ନ୍ୟୁଜ୍: ଓଲଟି ପଡ଼ିଲା OSRTC ବସ୍। ଅନୁଗୋଳ ଜିଲ୍ଲା ସାମଲ ଥାନା ବୁରୁକୁନା ଛକ ନିକଟରେ ଏକ ଓଏସଆରଟିସି ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହା ରାସ୍ତାରେ ଓଲଟି ପଡିବାରୁ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଭାରସାମ୍ୟ…
Read More...

ରାଜଧାନୀରେ ପୁଣି ବିଭତ୍ସ ହତ୍ୟା

ଓଡ଼ିଆ ନ୍ୟୁଜ୍: ରାଜଧାନୀରେ ପୁଣି ବିଭତ୍ସ ହତ୍ୟା। ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଘଟିଛି ବିଭତ୍ସ ହତ୍ୟାକାଣ୍ଡ । ଚିକିତ୍ସାଧୀନ ଅବସ୍ଥାରେ ମଞ୍ଚେଶ୍ୱର ଥାନା ଝରଣା ବସ୍ତିର ବନମାଳୀ ଭୋଳଙ୍କ ମୃତ୍ୟୁ ହୋଇଯାଇଛି । ପୋଲିସ…
Read More...

ରଥ ଭାଙ୍ଗିଲେ ମହାଲକ୍ଷ୍ମୀ

ଓଡ଼ିଆ ନ୍ୟୁଜ୍: ପାଳିତ ହୋଇଛି ପବିତ୍ର ହେରାପଞ୍ଚମୀ ନୀତି । ବିଧି ପରମ୍ପରା ପୂର୍ବକ ଆଡପ ମଣ୍ଡପରେ ବିରାଜିତ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ମହାଲକ୍ଷ୍ମୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥିଲେ। ରୁକ୍ମଣୀ ହରଣ…
Read More...

ପ୍ରଥମ ଡେଙ୍ଗୁ ଭ୍ୟାକ୍‌ସିନ୍‌ ‘QDENGA’କୁ ମଞ୍ଜୁରୀ ଦେଲା ଭାରତ

ଓଡ଼ିଆ ନ୍ୟୁଜ୍: ପ୍ରଥମ ଡେଙ୍ଗୁ ଭ୍ୟାକ୍‌ସିନ୍‌ ‘QDENGA’କୁ ମଞ୍ଜୁରୀ ଦେଲା ଭାରତ। ପ୍ରତିବର୍ଷ ଡେଙ୍ଗୁ ଦ୍ୱାରା ଦେଶରେ ବହୁତ ଲୋକ ଆକ୍ରାନ୍ତ ହେଉଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ ୧୦୦-୪୦୦…
Read More...

କକ୍ରୋଚ୍ ପାର୍ଟିର ‘ସଂସଦ ଚଲୋ’ ମାର୍ଚ୍ଚ ଉପରେ ପୋଲିସର ଲାଠିଚାର୍ଜ

ଓଡ଼ିଆ ନ୍ୟୁଜ୍: କକ୍ରୋଚ୍ ପାର୍ଟିର ‘ସଂସଦ ଚଲୋ’ ମାର୍ଚ୍ଚ ଉପରେ ପୋଲିସର ଲାଠିଚାର୍ଜ। ସୋମବାର ଦିନ କକ୍ରୋଚ୍ ଜନତା ପାର୍ଟି ସଂସଦ ଅଭିମୁଖେ ଏକ ପଦଯାତ୍ରା ଆୟୋଜନ କରିଥିଲା। କିନ୍ତୁ, ପଦଯାତ୍ରା ଆରମ୍ଭ ହେବା ମାତ୍ରେ…
Read More...