Browsing Tag

#odianews

ବେଗୁସରାଇରେ ବର୍ବରତା: ସଙ୍ଗୀତ ଶିକ୍ଷକ ସହ ଛାତ୍ରୀକୁ ବନ୍ଦ କୋଠରୀରେ ଉଲଗ୍ନ କରି ପିଟିଲେ ଲୋକେ

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ମଣିପୁର ପରେ ସାମ୍ନାକୁ ଆସିଲା ବିହାର ବେଗୁସରାଇରେ ବର୍ବରତା। ସଙ୍ଗୀତ ଶିକ୍ଷକ ସହ ଛାତ୍ରୀକୁ ବନ୍ଦ କୋଠରୀରେ ଉଲଗ୍ନ କରି ପିଟିପିଟି ଗୁରିତର କରିଛନ୍ତି ଗ୍ରାମବାସୀ। ଛାତ୍ରୀ ଜଣକ ସଙ୍ଗୀତ…
Read More...

ବିଶ୍ବକପ୍‌ ପ୍ରମୋରେ କୋହଲିଙ୍କ ପ୍ରଶଂସକ ପିଣ୍ଟୁ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅକ୍ଟୋବର-ନଭେମ୍ବରରେ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ପୁରୁଷ ଦିନିକିଆ ବିଶ୍ବକପ୍। ଏଥିପାଇଁ ଗତକାଲି ‌ଏକ ୨ମିନିଟ୍‌ ବିଶିଷ୍ଟ ପ୍ରମୋ ଭିଡିଓ…
Read More...

ଆଜି ତାରକା ହୋଟେଲରେ କଂଗ୍ରେସର କାର୍ଯ୍ୟକାରିଣୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ପ୍ରଦେଶ କଂଗ୍ରେସର ଆଜି ଅନୁଷ୍ଠିତ ହେବ କାର୍ଯ୍ୟକାରିଣୀ ବୈଠକ । ପିସିସି ସଭାପତିଭାବେ ଦାୟିତ୍ବ ନେବା ପରେ ଶରତ ପଟ୍ଟନାୟକଙ୍କ ଏହା ପ୍ରଥମ ବୈଠକ। ତେବେ କଂଗ୍ରେସ ଭବନ ନୁହେଁ ଏକ ତାରକା…
Read More...

ପୁଲିସକୁ ଧକ୍କା ମାରି ଥାନାରୁ ଚମ୍ପଟ ମାରିଥିଲା: ଆଜି ମହାନଦୀକୁ ମିଳିଲା ମୃତଦେହ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗତକାଲି କ୍ୟାଣ୍ଟନମେଣ୍ଟ ପୁଲିସ ହେପାଜତରୁ ଚମ୍ପଟ ମାରିଥିଲା ଅଭିଯୁକ୍ତର । ଆଜି ଯୋବ୍ରା ନିକଟରେ ମୃତଦେହ ଭାସୁଥିବାର କୁହାଯାଉଛି । ତେବେ ମୃତଦେହଟି ଉକ୍ତ ଅଭିଯୁକ୍ତଙ୍କର କି ନୁହେଁ, ତାହା ପରିବାର…
Read More...

ପ୍ରସ୍ତୁତ ହେଉଥିଲା ଅପମିଶ୍ରିତ ମସଲା, ମାଲିକକୁ ଅଟକ ରଖିଲା ପୋଲିସ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପ୍ରସ୍ତୁତ ହେଉଥିଲା ଅପମିଶ୍ରିତ ମସଲା । ମାଲଗୋଡାଉନ ଅଞ୍ଚଳରେ ଅପମିଶ୍ରିତ ମସଲା ୟୁନିଟ୍ ଠାବ କରିଛି କମିଶନରେଟ୍ ପୋଲିସ। କଟକ ମହାନଗର ନିଗମ (ସିଏମସି) ଓ ସ୍ବାସ୍ଥ୍ୟ ଅଧିକାରୀଙ୍କ ଏକ ସ୍କ୍ୱାର୍ଡର…
Read More...

ଲକ୍ଷେ ଟଙ୍କା ଲାଞ୍ଚନେଇ ଭିଜିଲାନ୍ସ ପଞ୍ଝାରେ ହରଭଙ୍ଗା ଥାନା IIC

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଲାଞ୍ଚନେଇ ଭିଜିଲାନ୍ସ ପଞ୍ଝାରେ ହରଭଙ୍ଗା ଥାନା IIC । ଗୋଟେ ଯୋଡେ ନୁହେଁ ପୁରା ଲକ୍ଷେ ଟଙ୍କା ଲାଞ୍ଚନେଇ ଧରାପଡିଲେ ମହିଳା ଆଇ ଆଇଆଇସି। ଆଜି ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ମହିଳା…
Read More...

ପ୍ରକାଶ ପାଇଲା ସ୍ପେଶାଲ ଓଜେଇଇ ରେଜଲ୍ଟ: ବିଟେକ୍‌ରେ ୮,୬୫୫ ଜଣଙ୍କୁ ରାଙ୍କ କାର୍ଡ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଶୁକ୍ରବାର ସନ୍ଧ୍ୟାରେ ପ୍ରକାଶିତ ହୋଇଛି ସ୍ପେଶାଲ ଓଜେଇଇ ରେଜଲ୍ଟ। ଉଚ୍ଚଶିକ୍ଷା ପାଇଁ ଆଶାୟୀ ଛାତ୍ରଛାତ୍ରୀମାନେ ସେମାନଙ୍କର ରାଙ୍କ କାର୍ଡ ଓଜେଇଇ ୱେବସାଇଟ୍‌ www.ojee.nic ରୁ ଡାଉନ୍‌ଲୋଡ…
Read More...

କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବକୁ ମଞ୍ଜୁରୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବକୁ ମିଳିଛି ମଞ୍ଜୁରୀ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ପ୍ରସ୍ତାବକୁ ମିଳିଛି ଅନୁମୋଦନ । ୧୧ଟି ବିଭାଗର ୧୭ଟି…
Read More...

ଇମର୍ଜିଂ ଟିମ୍ ଏସିଆ କପ୍ : ସେମିରେ ବାଂଲାଦେଶ-ଏକୁ ୫୧ ରନରେ ପରାସ୍ତ କଲା ଭାରତ-ଏ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଇମର୍ଜିଂ ଟିମ୍ ଏସିଆ କପରେ  ସେମିରେ ବାଂଲାଦେଶ-ଏକୁ ୫୧ ରନରେ ପରାସ୍ତ କଲା ଭାରତ-ଏ । ଇମର୍ଜିଂ ଟିମ୍ ଏସିଆ କପ୍ ୨୦୨୩ର ସେମିଫାଇନାଲରେ ଭାରତ-ଏ ୫୧ ରନ୍ ରେ ବାଂଲାଦେଶ’ଏ’କୁ ପରାସ୍ତ କରିଛି । ଟିମ୍…
Read More...

ମଣିପୁର ପରେ ପଶ୍ଚିମବଙ୍ଗରେ ବି ଟିଏମସି ଗୁଣ୍ଡାଙ୍କ ଦ୍ୱାରା ମହିଳାଙ୍କୁ ଉଲଗ୍ନ ପରେଡ୍ ହୋଇଥିବା ଅଭିଯୋଗ

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମଣିପୁରରେ ମହିଳାଙ୍କ ନଗ୍ନ ପ୍ୟାରେଡର ଭିଡିଓ ଭାଇରାଲ ହେବା ପରେ ଏବେ ପଶ୍ଚିମବଙ୍ଗରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରାର୍ଥୀ ପଞ୍ଚାୟତ ନିର୍ବାଚନ ସମୟରେ ଶାସକ ତୃଣମୂଳ କଂଗ୍ରେସ…
Read More...