ରଥ ଉପରେ ଅଣସେବାୟତଙ୍କ ଭିଡିଓ ଭାଇରାଲ୍ ଘଟଣାରେ ସିଂହଦ୍ବାର ଥାନାରେ ଏତଲା
ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରଥ ଉପରେ ଅଣସେବାୟତଙ୍କ ଭିଡିଓ ଭାଇରାଲ୍ ଘଟଣାରେ ସିଂହଦ୍ବାର ଥାନାରେ ଏତଲା । ରଥ ପୂର୍ବରୁ ସମନ୍ବୟ ବୈଠକ ହେଲା। ସମସ୍ତ ନିଯୋଗ ସହ ଆଲୋଚନା ହେଲା। ରଥ ଉପରେ କେହି ମୋବାଇଲ ବ୍ୟବହାର କରିବେ…
Read More...
Read More...