Browsing Tag

Odisha

ଶ୍ବାସରୁଦ୍ଧରୁ ୪ ଜଣଙ୍କ ମୃତ୍ୟୁ ଘଟଣା, ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ଓଡ଼ିଆ ନ୍ୟୁଜ୍: ନବରଙ୍ଗପୁର ନନ୍ଦାହାଣ୍ଡିରେ ଶ୍ବାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ଘଟଣା।ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଲେଖାଏଁ ଟଙ୍କାର ଅନୁକମ୍ପା ରାଶି ଘୋଷଣା। ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।…
Read More...

NEET-PG -୨୦୨୫ ପ୍ରବେଶିକା ପରୀକ୍ଷା ସ୍ଥଗିତ

ଓଡ଼ିଆ ନ୍ୟୁଜ୍: NEET-PG -୨୦୨୫ ପ୍ରବେଶିକା ପରୀକ୍ଷା ସ୍ଥଗିତ । ଆସନ୍ତା ଜୁନ୍ ୧୫ ତାରିଖରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖିଛି ନ୍ୟାସନାଲ୍ ବୋର୍ଡ ଅଫ୍ ଏଗଜାମିନେସନ୍ ଇନ୍ ମେଡିକାଲ୍ ସାଇନ୍ସ (NBEMS) ।…
Read More...

ନିଖିଲ ପବନ କଲ୍ୟାଣ ଜନଗଣନା ଡିସିଓ

ଓଡ଼ିଆ ନ୍ୟୁଜ୍: ଆଇଏଏସ୍‌ ନିଖିଲ ପବନ କଲ୍ୟାଣଙ୍କୁ ନୂଆ ଦାୟିତ୍ବ।ଜନଗଣନା ପରିଚାଳନା ନିର୍ଦ୍ଦେଶକ (ଡିସିଓ) ଭାବେ ନୂଆ ଦାୟିତ୍ବ ଗ୍ରହଣ କଲେ ପବନ କଲ୍ୟାଣ। ଓଡ଼ିଶାରେ DCR ଭାବେ ଦାୟିତ୍ବ ନେଇ ନିର୍ଦ୍ଦେଶନାମା ଜାରି…
Read More...

ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ

ଓଡ଼ିଆ ନ୍ୟୁଜ୍: ଅତିରିକ୍ତ ତହସିଲଦାରଙ୍କୁ ମାରିଲେ ମାଫିଆ । ମାତିଲେ ମାଫିଆ। ଥାନା ସମ୍ମୁଖରେ ଅତିରିକ୍ତ ତହସିଲଦାରଙ୍କୁ ମାରିଲେ, ଗାଡି ଭାଙ୍ଗିଲେ। ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସମ୍ମୁଖରେ। କପ୍ତିପଦା ଅତିରିକ୍ତ…
Read More...

କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡ଼ିଓ ଭାବେ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଡିପିଆର୍‍…
Read More...

ଟଙ୍କା ବଣ୍ଡଲରେ ପେପର କଟିଂ ରଖି ଠକେଇ ଗିରଫ ହେଲେ 5 ଅଭିଯୁକ୍ତ

ଓଡ଼ିଆ ନ୍ୟୁଜ୍: ଟଙ୍କା ବଣ୍ଡଲରେ ପେପର କଟିଂ ରଖି ଠକେଇ ଘଟଣା ଜଣେ ମହିଳା ସମେତ ୫ ଜଣଙ୍କୁ ଗିରଫ କଲା ପୋଲିସ।ନୟାପଲ୍ଲୀ ଓ ଭରତପୁର ଅଞ୍ଚଳରୁ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଠକେଇରେ ଗିରଫ।ବହୁତ କଳାଧନ ଅଛି, ୫ ଶହ ଟଙ୍କା ଦେଲେ ୧୦ଟି…
Read More...

ଜାମ୍ମୁ କୋଳି ଗପ ପରେ ବୋଥ୍ରାଙ୍କ ଲେମ୍ବୁ ଲଙ୍କା ଥିଓରି

ଓଡ଼ିଆ ନ୍ୟୁଜ୍: ଅପରାଧିକ ତଦନ୍ତ ପ୍ରକ୍ରିୟା ନେଇ ଅରୁଣ ବୋଥ୍ରାଙ୍କ ‘ଏକ୍ସ’ ସୂଚନା।ନାଁ ନ ନେଇ ନୟାଗଡ଼ ପରୀ ମାମଲା ଆଡକୁ ସମ୍ଭବତଃ ଇଙ୍ଗିତ କଲେ ଅରୁଣ ବୋଥ୍ରା।‘ଅପରାଧ ତଦନ୍ତ ହେଉଛି ପ୍ରମାଣ ସଂଗ୍ରହ କରିବା’।‘କେତେକ ସମୟରେ…
Read More...

ଖୁବ୍‌ଶୀଘ୍ର ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌: ଆଇନ ମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: ଶ୍ରୀମନ୍ଦିରରେ ଡ୍ରୋନ୍‌ ଉଡ଼ିବା ଘଟଣାରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା।ଶ୍ରୀମନ୍ଦିର ସୁରକ୍ଷା, ଶୃଙ୍ଖଳା, ଭକ୍ତଙ୍କ ସୁଗମତାକୁ ସରକାର ଗୁରୁତ୍ବ ଦେଉଛନ୍ତି।ଶ୍ରୀମନ୍ଦିରରେ ଆଣ୍ଟି ଡ୍ରୋନ୍‌ ଟେକ୍ନୋଲୋଜି…
Read More...

ରାସ୍ତାରୁ ASIଙ୍କ ଦରପୋଡ଼ା ମୃତଦେହ ଉଦ୍ଧାର

ଓଡ଼ିଆ ନ୍ୟୁଜ୍: ରାସ୍ତାରେ ପଡ଼ିଛି ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ।ଚଳନ୍ତା ବାଇକ୍‌ ସହ ASIଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ରାସ୍ତାରେ ପଡ଼ିଛି।ଜୁନାଗଡ଼ ଥାନା ବନମାଳିପୁର ସ୍ଥିତ ରାସ୍ତାରେ ପଡ଼ିଛି ମୃତଦେହ।କେଗାଁ ଥାନାର ASI…
Read More...

ରାଜ୍ୟରେ ୧୧ରେ ପହଞ୍ଚିଲା କୋଭିଡ୍‌ ସଂଖ୍ୟା

ଓଡ଼ିଆ ନ୍ୟୁଜ୍: ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିନକୁ ଦିନ ବଢୁଛି ଏହି ସଂଖ୍ୟା। ଆଜି ରାଜ୍ୟରେ ଆଉ ୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ନୂଆ ଆକ୍ରାନ୍ତ ଚିହ୍ନଟ ନେଇ ସ୍ବାସ୍ଥ୍ୟ ବିଭାଗ…
Read More...