ଓଡ଼ିଶାକୁ ଆସିବ ୬୦୦e-ବସ୍: ନଗର ଉନ୍ନୟନ ମନ୍ତ୍ରୀ
ଓଡ଼ିଆ ନ୍ୟୁଜ୍: ୬୦୦ e-ବସ୍ ଆସିବ କହିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ।ପରିବେଶ ସୁରକ୍ଷା ପାଇଁ e-ବସ୍ ଅଧିକ ପ୍ରଚଳନ କରିବାକୁ ଯୋଜନା। ରାଜ୍ୟରେ ୧ ହଜାର e-ବସ୍ର ଆବଶ୍ୟକତା ରହିଛି। ଆଗକୁ ରାଜ୍ୟ ସରକାର ୨୦୦ଟି…
Read More...
Read More...