Browsing Tag

puri

କାଲି ପବିତ୍ର ରଥଯାତ୍ରା, ଅପରାହ୍ନ ୪ଟାରେ ଟଣା ହେବ ରଥ

ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲି ମହାବାହୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।  କାଲି ରତ୍ନବେଦି ଛାଡ଼ି ବଡ଼ଦାଣ୍ଡକୁ ଆସିବେ ଭକ୍ତଙ୍କୁ ତାଙ୍କର ଦିବ୍ୟ ଦର୍ଶନ ଦେବାକୁ। ଏନେଇ କାର୍ଯ୍ୟସୂଚୀ ଧାର୍ଯ୍ୟ କରାଯାଇଛି। କାଲି ସକାଳ ୯ଟାରେ…
Read More...

ନବଯୌବନ ବେଶରେ ଦର୍ଶନ ଦେଲେ ମହାବାହୁ

ଓଡ଼ିଆ ନ୍ୟୁଜ୍: ପ୍ରତୀକ୍ଷାର ଅନ୍ତ ଘଟିଲା। ଭଗବାନ ଓ ଭକ୍ତଙ୍କ ମଧ୍ୟରୁ ହଟିଲା ଦୂରତା। ଦୁର୍ଲଭ ନବଯୌବନ ବେଶରେ ଦର୍ଶନ ଦେଲେ ଦାରୁବ୍ରହ୍ମ । ଅଗଣିତ ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ସକାଳ ୯ଟା ଯାଏଁ…
Read More...

ଜୂରରୁ ସୁସ୍ଥ ହେଲେ ମହାବାହୁ, କାଲି ନବଯୌବନ ଦର୍ଶନ

ଓଡ଼ିଆ ନ୍ୟୁଜ୍: ଦିନ ପରେ ଭକ୍ତ ଦେଖିବେ ମହାପ୍ରଭୁଙ୍କ କଳା ଶ୍ରୀମୁଖ । ଆସନ୍ତାକାଲି ନବଯୌବନ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ୮ଟାରୁ ଆରମ୍ଭ ହେବ ଦର୍ଶନ ବ୍ୟବସ୍ଥା । ସକାଳ ୮ଟାରୁ ୯ଟା ଯାଏ ଟିକେଟ୍‌ ଦର୍ଶନ ବ୍ୟବସ୍ଥା । ୩…
Read More...

ରଥଯାତ୍ରା ପାଇଁ ପୁରୀ ପୋଲିସର ମକ୍‌ଡ୍ରିଲ୍

ଓଡ଼ିଆ ନ୍ୟୁଜ୍: ଦିନକ ପରେ ମହାପ୍ରଭୁଙ୍କର‌ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଅଘଟଣ ମୁକ୍ତ ରଥଯାତ୍ରା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରଥଯାତ୍ରା ଅବସରରେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ…
Read More...

ଶ୍ରୀକ୍ଷେତ୍ର ଜଗିବେ ୨୦୦ ପ୍ଲାଟୁନ୍‌ ଫୋର୍ସ

ଓଡ଼ିଆ ନ୍ୟୁଜ୍:  ରଥଯାତ୍ରା ପାଇଁ ଡିଜିପିଙ୍କ ଅଧ୍ୟକ୍ଷତାରେ ପୋଲିସ ବ୍ରିଫିଙ୍ଗ୍‌। ପୁରୀରେ ୮ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ କରିଛି ପୋଲିସ।ଟ୍ରାଫିକ୍‌, ମନ୍ଦିର ଇନର, ଇନର କର୍ଡନ, କ୍ରାଉଡ୍‌…
Read More...

ମହାପ୍ରଭୁଙ୍କ ମୋଦକ ଚୋରି ହୋଇନାହିଁ: ଆଇନ ମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: ଶ୍ରୀଜିଉଙ୍କ ପାଇଁ ଉଦ୍ଦିଷ୍ଟ ଦଶମୂଳ ମୋଦକ ଚୋରି ହେବା ଘଟଣାରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ  ।  ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ମୋଦକ ଚୋରି ହୋଇନାହିଁ , ମୋଦକ ଗଣାହୁଏନାହିଁ…
Read More...

କିଏ ନେଲା ମହାପ୍ରଭୁଙ୍କ ଦଶମୂଳ ମୋଦକ

ଓଡ଼ିଆ ନ୍ୟୁଜ୍: ଚୋରି ହେଲା ମହାପ୍ରଭୁଙ୍କ ଦଶମୂଳ ମୋଦକ । ଅଣବସରର ମହାପ୍ରଭୁଙ୍କୁ ଦଶମୂଳ ମୋଦକ ଲାଗି ପୂର୍ବରୁ ଚୋରି । ଗାରଦ ଘରୁ ଚୋରି କରିନେଲେ ଅମୁଣିଆ ମୋଦକ। ଶ୍ରୀମନ୍ଦିର ଗାରଦରେ ଜମାଥିବା ଦଶମୂଳ ମୋଦକ ଚୋରି ଅଭିଯୋଗ।…
Read More...

ଜୈବିକ ଚାଉଳରେ ହେବ ମହାପ୍ରଭୁଙ୍କ କୋଠଭୋଗ

ଓଡ଼ିଆ ନ୍ୟୁଜ୍: ରଥଯାତ୍ରାରେ ଜୈବିକ ଅମୃତ ଅନ୍ନରେ କୋଠଭୋଗ ପ୍ରସ୍ତୁତ ହେବ। କୋରାପୁଟର ‘ପ୍ରଗତି’ ଅନୁଷ୍ଠାନ ଅମୃତ ଅନ୍ନ ଯୋଗାଣ ସକାଶେ ସହଯୋଗର ହାତ ବଢାଇଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ…
Read More...

ମହାପ୍ରଭୁଙ୍କ ଘଣା ଲାଗିନୀତି

ଓଡ଼ିଆ ନ୍ୟୁଜ୍: ମହାପ୍ରଭୁଙ୍କ ଅଣସରର ଆଜି ତ୍ରୟୋଦଶୀ ତିଥି। ଏହି ଅବସରରେ ମହାପ୍ରଭୁଙ୍କ ଘଣା ଏବଂ ଖଳି ପ୍ରସାଦ ଲାଗି ନୀତି କରାଯିବା ସହ ଖଳି ପ୍ରସାଦ ଲାଗି ମଧ୍ୟ ହେବ। ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେପଟେ…
Read More...

ସୁସ୍ଥ ହେଲେ ମହାପ୍ରଭୁ, ରାଜନଅରକୁ ଗଲା ବାର୍ତ୍ତା

ଓଡ଼ିଆ ନ୍ୟୁଜ୍: ସୁସ୍ଥ ହେଲେ ମହାପ୍ରଭୁ, ସୁସମ୍ବାଦ ନେଇ ରାଜନଅର ଗଲେ ସେବାୟତ।ଦଶମୂଳ ମୋଦକ ସେବନ ପରେ ଚତୁର୍ଦ୍ଧାମୂର୍ତ୍ତି ଏବେ ସଂପୂର୍ଣ୍ଣ ସୁସ୍ଥ । ଗଜପତି ମହାରାଜାଙ୍କୁ ଦିଆଗଲା ମହାପ୍ରଭୁଙ୍କ ସୁସ୍ଥତା ଖବର । ଦେବସ୍ନାନ…
Read More...