Browsing Tag

Rain

୨ ଓ ୩ ତାରିଖ ବେଳକୁ ବର୍ଷାର ପରିମାଣ ବଢିବ, ସେଯାଏଁ ଗୁଳୁଗୁଳି ରହିବ

ଓଡ଼ିଆ ନ୍ୟୁଜ(ବ୍ୟୁରୋ):  ରାଜ୍ୟରେ ତାପମାତ୍ରା କମିଲେ ବି ଗୁଳୁଗୁଳି ଅନୁଭୂତ ହେବ। ହାଲୁକାରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହେବ। ଓଡ଼ିଶାରେ ପାଣିପାଗରେ ସେମିତି କିଛି ନିର୍ଦିଷ୍ଟ ପ୍ରଭାବ ନାହିଁ। ଜଳୀୟବାଷ୍ପ ଯଥେଷ୍ଟ ଅଧିକ…
Read More...

ବର୍ଷା କାରଣରୁ ସେମିଫାଇନାଲ ମ୍ୟାଚ୍ ଖେଳିପାରିଲାନି ଟିମ୍ ଇଣ୍ଡିଆ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହିଳା ଭାରତ-ଏ ସମେତ ମୋଟ ଆଠଟି ଦଳ ମଧ୍ୟରେ ମହିଳା ଉଦୀୟମାନ ଏସିଆ କପ୍ ୨୦୨୩ ଖେଳାଯାଉଛି । ଟୁର୍ଣ୍ଣାମେଣ୍ଟରେ ଏପର୍ୟ୍ୟନ୍ତ ଟିମ୍ ଇଣ୍ଡିଆର ମ୍ୟାଚ୍ ଉପରେ ବର୍ଷା ପ୍ରାଧାନ୍ୟ ବିସ୍ତାର କରିଛି।…
Read More...

ସପ୍ତାହେ ବିଳମ୍ବରରେ କେରଳ ଛୁଇଁଲା ମୌସୁମୀ

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଆଜି କେରଳ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ପ୍ରାୟ ଏକ ସପ୍ତାହ ବିଳମ୍ବରେ କେରଳ ଛୁଇଁଛି ମୌସୁମୀ ବାୟୁ । ମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆଇଏମଡି…
Read More...

ରାଜ୍ୟର ଅଧିକାଂଶ ସ୍ଥାନରେ ରହି ରହି ଜାରି ରହିଛି ହାଲକା ବର୍ଷା,ଅନେକ ସ୍ଥାନରେ ଝଡପବନ ସହ କୁଆ ପଥର ବର୍ଷା ହୋଇଛି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜ୍ୟର ଅଧିକାଂଶ ସ୍ଥାନରେ ରହି ରହି ଜାରି ରହିଛି ହାଲକା ବର୍ଷା। ଅନେକ ସ୍ଥାନରେ ଝଡପବନ ସହ କୁଆ ପଥର ବର୍ଷା ହୋଇଛି। ଭୁବନେଶ୍ୱର ଓ କଟକରେ ଅପରାହ୍ମରେ ହଠାତ ବଦଳିଥିଲା ପାଣିପାଗ। ଆକାଶରେ ମେଘ…
Read More...

ଜୋଶିମଠର ଭାଗ୍ୟ ସ୍ଥିର କରିବ ବର୍ଷା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଶ୍ରୀଦେବ ସୁମନ ଉତ୍ତରାଖଣ୍ଡ ବିଶ୍ୱବିଦ୍ୟାଳୟର ଚାରୋଟି ବିଶେଷଜ୍ଞଙ୍କ ଟିମ ଜୋଶିମଠ ଜମି ସମ୍ବନ୍ଧିତ ଏକ ଭୂମି ସର୍ଭେ ପରିଚାଳନା କରିଛି ଜ୍ଝ ତାଙ୍କର ସର୍ବେକ୍ଷଣକୁ ପ୍ରକାଶ କରିଛି ଯେ ଜୋଶିମଠ ରେ…
Read More...

ରାଜଧାନୀ ଦିଲ୍ଲୀ ସମେତ ଏହି ସ୍ଥାନରେ ହୋଇପାରେ ବର୍ଷା

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶରେ ପାଗର ଢାଞ୍ଚା ବଦଳିଛି। ଥଣ୍ଡା ମଧ୍ୟରେ ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା ହେଉଛି। ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ବିଳମ୍ବିତ ରାତିରେ ବର୍ଷା ହେତୁ ପାଗ ଥଣ୍ଡା…
Read More...

ଆସନ୍ତା ୨୪ ଘଣ୍ଟାରେ ସବୁ ଜିଲ୍ଲାରେ ହେବ ବର୍ଷା, କିଛି ଅଞ୍ଚଳରେ ବାଦଲ ଫଟା ବର୍ଷା ହେବ

ଓଡିଆ ନ୍ୟୁଜ୍(ବ୍ୟୁରୋ):  ଓଡିଶା ଉପରେ ସକ୍ରିୟ ଥିବା ଲଘୁଚାପ ଏବେ ଉତ୍ତର ଓଡିଶା ଓ ଉପକୂଳ ଓଡିଶା ଓ ଏହାର ଆଖପାଖ ରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟ ରେ ଲାଗିରହିବ ବର୍ଷା। ଆସନ୍ତା ୨୪ ଘଣ୍ଟାରେ ସବୁ ଜିଲ୍ଲା ରେ…
Read More...

ଆସୁଛି ଆଉ ଦୁଇଟି ଲଘୁଚାପ: ଲାଗି ରହିବ ଅବିଶ୍ରାନ୍ତ ବର୍ଷା

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବର୍ଷାରେ ଭିଜୁଛି ସାରା ଓଡ଼ିଶା। ରାଜଧାନୀ ଭୁବନେଶ୍ୱରରେ ଅପରାହ୍‌ଣରେ ପ୍ରବଳ ବର୍ଷା। ଅସ୍ତବ୍ୟସ୍ତ ରାଜଧାନୀବାସୀ। ଖାଲୁଆ ସ୍ଥାନରେ ପାଣି ଜମିବା ସହ ଯାତାୟାତ ବାଧାପ୍ରାପ୍ତ । ରାଜ୍ୟରେ ଏବେ…
Read More...

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ବର୍ଷା

ଭୁବନେଶ୍ବର(ଓଡ଼ିଆ ନ୍ୟୁଜ୍‌): ଓଡ଼ିଶାରେ ସକ୍ରିୟ ରହିଛି ମୌସୁମୀ ବାୟୁ । ଫଳରେ ଆସନ୍ତା ୫ ଦିନ ପର‌୍ୟ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷାର ପ୍ରଭାବ ଲାଗି ରହିବାର ସମ୍ଭାବନା ରହିଛି। କିଛି ଜିଲ୍ଲାରେ ପ୍ରବଳ ବର୍ଷା…
Read More...

ତାତିରୁ ମିଳୁଛି ଆଶ୍ୱସ୍ତି, କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗିରହିଛି ବର୍ଷା

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଲାଗିରହିଛି।ଏହା ପ୍ରଭାବରେ ଦିନ ତାପମାତ୍ରା 3 ରୁ 4 ଡିଗ୍ରୀ ତଳକୁ ଖସିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ…
Read More...