Browsing Tag

#rathayatra

ଏ ବର୍ଷ ଦେଢ଼ ଗୁଣା ଅଧିକ ଭକ୍ତଙ୍କ ସମାଗମ: ଆଇନ ମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: ନିର୍ଦ୍ଧାରିତ ସମୟରେ ସବୁ ନୀତିକାନ୍ତି ଶେଷ ହୋଇଥିଲା।ଅପରାହ୍ନ ୪ଟା ସୁଦ୍ଧା ରଥଟଣା ଆରମ୍ଭ ହୋଇଥିଲା । କିନ୍ତୁ ବଳଭଦ୍ରଙ୍କ ରଥ ମୋଡ଼ ନେବାରୁ ସମୟ ଲାଗିଲା । ଅନୁକୂଳ ପାଗ ଯୋଗୁଁ ଦେଢ଼ ଗୁଣା ଅଧିକ ଭକ୍ତଙ୍କ…
Read More...

ଅଟକିଲେ 3 ରଥଯାତ୍ରା, ଆସାନ୍ତକାଲି ସକାଳ ସାଢେ 9 ଟାରେ ପୁଣି ଟାଣହେବ ରଥ

ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲି ସକାଳ ୯ଟା ୩୦ରେ ପୁଣି ଆରମ୍ଭ ହେବ ରଥଟଣା।ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ରଥଯାତ୍ରାର ପ୍ରଥମ ଦିନରେ ରଥା ଟଣା ସରିଛି।…
Read More...

ରଥଯାତ୍ରାରେ ବେକାବୁ ହେଲେ ଗଜରାଜ

ଓଡ଼ିଆ ନ୍ୟୁଜ୍: ଅହମଦାବାଦରେ ପୁଣି ଏକ ଅଘଟଣ, ରଥଟଣା ବେଳେ ଡିଜେ ବାଜିବାରୁ ବେକାକୁ ହେଲେ ଗଜରାଜ, ଅନେକେ ଆହତ। ଅହମ୍ମଦାବାଦ ରଥଯାତ୍ରାକୁ ଆସିଥିଲେ ୧୮ଟି ହାତୀ । ହେଲେ ମଝିରେ ଘଟିଲା ଅଘଟଣ । କାରଣ ହଠାତ୍ ଦୁଇଟି ହାତୀ…
Read More...

ଜଗା ପାଇଁ ଜନ ସମୁଦ୍ର

ଓଡ଼ିଆ ନ୍ୟୁଜ୍: ଜଗା ପାଇଁ ଜନ ସମୁଦ୍ର। ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଶୁକ୍ରବାର ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ଦାରୁଦିଅଁ ଶ୍ରୀମନ୍ଦିରରୁ ବଡ଼ଦାଣ୍ଡକୁ ଓହ୍ଲାଇଆସି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଜଗା ପାଇଁ…
Read More...

ରାତି ପାହିଲେ ବିଶ୍ଵନିୟନ୍ତଙ୍କ ରଥଯାତ୍ରା, ସିଂହଦ୍ବାର ସମ୍ମୁଖରେ ଲାଗିଲେ ତିନି ରଥ

ଓଡ଼ିଆ ନ୍ୟୁଜ୍: ରାତି ପାହିଲେ ବିଶ୍ଵନିୟନ୍ତଙ୍କ ରଥଯାତ୍ରା । ରଥ-ପଥ ସବୁ ପ୍ରସ୍ତୁତ । ଶ୍ରୀମନ୍ଦିର ସିଂହଦ୍ବାରରେ ଲାଗିଲେ ତିନି ରଥ ତାଳଧ୍ବଜ-ଦେବଦଳନ-ନନ୍ଦିଘୋଷ । ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ ପରେ ରଥଖଳାରୁ ତିନି…
Read More...

ରଥଯାତ୍ରା ପାଇଁ ପୁରୀକୁ ଚାଲିବ ସ୍ୱତନ୍ତ୍ର ଆମ ବସ

ଓଡ଼ିଆ ନ୍ୟୁଜ୍: ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କ ପାଇଁ ସୁଗମ ପରିବହନ ସୁନିଶ୍ଚିତ କରିବା ପାଇଁ କ୍ୟାପିଟାଲ ରିଜନ ଅର୍ବାନ ଟ୍ରାନ୍ସପୋର୍ଟ (ସିଆରୟୁଟି) ବିଶେଷ ‘ଆମ ବସ’ ସେବା ପରିଚାଳନା କରିବାକୁ ଘୋଷଣା କରିଛି।ସିଆରୟୁଟି ଏକ୍ସରେ…
Read More...

କାଲି ପବିତ୍ର ରଥଯାତ୍ରା, ଅପରାହ୍ନ ୪ଟାରେ ଟଣା ହେବ ରଥ

ଓଡ଼ିଆ ନ୍ୟୁଜ୍: ଆସନ୍ତାକାଲି ମହାବାହୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।  କାଲି ରତ୍ନବେଦି ଛାଡ଼ି ବଡ଼ଦାଣ୍ଡକୁ ଆସିବେ ଭକ୍ତଙ୍କୁ ତାଙ୍କର ଦିବ୍ୟ ଦର୍ଶନ ଦେବାକୁ। ଏନେଇ କାର୍ଯ୍ୟସୂଚୀ ଧାର୍ଯ୍ୟ କରାଯାଇଛି। କାଲି ସକାଳ ୯ଟାରେ…
Read More...

କୋଟିଆରେ ରଥ ଟାଣିବେ ରାଜସ୍ୱ ମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: କୋଟିଆରେ ରଥ ଟାଣିବେ ରାଜସ୍ୱ ମନ୍ତ୍ରୀ । ପ୍ରଥମ ଥର ପାଇଁ କୋଟିଆ ରଥଯାତ୍ରାରେ ସାମିଲ ହେବେ ରାଜସ୍ୱ ମନ୍ତ୍ରୀଙ୍କ ସହ ଏକାଧିକ ମନ୍ତ୍ରୀ । ଏଥର ମନ୍ତ୍ରୀଙ୍କୁ ରଥଯାତ୍ରାରେ ସାମିଲ ହେବାକୁ କୋଟିଆବାସୀ ଅନୁରୋଧ…
Read More...

୧୧ ୱେବସାଇଟକୁ ସାବଧାନ

ଓଡ଼ିଆ ନ୍ୟୁଜ୍: ୧୧ ଫେକ୍‌ ୱେବସାଇଟ୍‌ URLs ଠାରୁ ଦୂରେଇ ରହିବାକୁ ପରାମର୍ଶ।୧୧ ଫେକ୍‌ ୱେବସାଇଟ୍‌ର ତାଲିକା ଜାରି କଲା କ୍ରାଇମବ୍ରାଞ୍ଚ୍‌।ବିଶେଷ କରି ହୋଟେଲ୍‌ ବୁକିଂ ପାଇଁ ଠକେଇ ଚାଲିଥିବା ଜଣାଇଲା।UPI, ୱାଲେଟ୍‌ ଓ…
Read More...

ରଥଯାତ୍ରା ପାଇଁ ପୁରୀ ପୋଲିସର ମକ୍‌ଡ୍ରିଲ୍

ଓଡ଼ିଆ ନ୍ୟୁଜ୍: ଦିନକ ପରେ ମହାପ୍ରଭୁଙ୍କର‌ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଅଘଟଣ ମୁକ୍ତ ରଥଯାତ୍ରା ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରଥଯାତ୍ରା ଅବସରରେ ପ୍ରବଳ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ…
Read More...