Browsing Tag

#rathayatra

ରଥଯାତ୍ରାରେ ଅଘଟଣ, ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା

ଓଡ଼ିଆ ନ୍ୟୁଜ୍: ଶରଧାବାଲିରେ ଅଘଟଣ, ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଦେଖିବାକୁ ଶରଧାବାଲିରେ ମହାପ୍ରଭୁଙ୍କ ଦିବ୍ୟଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅତ୍ୟନ୍ତ ଆଗ୍ରହ ଓ…
Read More...

ଶରଧାବାଲିରେ ଅଘଟଣ, ବଢିଲା ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା

ଓଡ଼ିଆ ନ୍ୟୁଜ୍: ବଢିଲା ମୁଖ୍ୟମନ୍ତ୍ରୀଙ୍କ ବାସଭବନର ସୁରକ୍ଷା।ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ତୃତୀୟ ଦିନରେ ଏକ ବଡ଼ଧରଣର ଅଘଟଣ ଘଟିଛି। ପ୍ରଶାସନର ଦାୟିତ୍ୱହୀନତା କାରଣରୁ ଅନେକ ଭକ୍ତ ଆହତ ହୋଇଥିବା ବେଳେ…
Read More...

ଆଜି ମହାବାହୁଙ୍କ ଆଡପ ବିଜେ

ଓଡ଼ିଆ ନ୍ୟୁଜ୍: ଚାଲିଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ଜନ୍ମବେଦି ଯାତ୍ରା ଲୀଳା । ଆଜି ଅପରାହ୍ନରେ ଠାକୁରଙ୍କ ପହଣ୍ଡି ଅନୁଷ୍ଠିତ ହେବ। ରଥରୁ ଓହ୍ଲାଇ ଗୋଟି ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି ଆଡ଼ପ ମଣ୍ଡପରେ ବିଜେ କରିବେ। ସୋମବାର…
Read More...

ଶରଧାବାଲିରେ ଠେଲାପେଲା ଚାଲିଗଲା ୩ ଭକ୍ତଙ୍କ ଜୀବନ

ଓଡ଼ିଆ ନ୍ୟୁଜ୍: ପୁରୀରେ ବଡ଼ ଅଘଟଣ। ଶରଧାବାଲିରେ ଚାଲିଗଲା ୩ ଭକ୍ତଙ୍କ ଜୀବନ। ଆଜି ଭୋର ୪ ଟା ୫୦ରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି।…
Read More...

ଆସନ୍ତାକାଲି ମହାପ୍ରଭୁଙ୍କ ଆଡ଼ପ ବିଜେ

ଓଡ଼ିଆ ନ୍ୟୁଜ୍: ରଥରେ ଦର୍ଶନ ଦେଉଛନ୍ତି ମହାବାହୁ।ଆଜି ଶ୍ରୀଜିଉମାନେ ରଥାରୁଢ଼ ହୋଇ ଆଜି ଅପରାହ୍‌ଣରେ ଶରଧାବାଲିରେ ପହଞ୍ଚି ସାରିଛନ୍ତି। ଶ୍ରଦ୍ଧାଳୁମାନେ ରଥାରୁଢ଼ ମହାପ୍ରଭୁମାନଙ୍କ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି।…
Read More...

କୋଟିଅରେ ରଥ ଟାଣିଲେ ରାଜ୍ୟ ସରକାରଙ୍କ ୫ ମନ୍ତ୍ରୀ, ସାମିଲ ହେଲେ ସାଂସଦ ଓ ବିଧାୟକ

ଓଡ଼ିଆ ନ୍ୟୁଜ୍:କୋଟିଅରେ ରଥ ଟାଣିଲେ ମନ୍ତ୍ରୀ, ସାଂସଦ ଓ ବିଧାୟକ। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତରେ ରଥଟଣା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ…
Read More...

ମହାପ୍ରଭୁଙ୍କୁ ଦର୍ଶନ କଲେ ଗୌତମ ଅଦାନୀ

ଓଡ଼ିଆ ନ୍ୟୁଜ୍: ପୁରୀରେ ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀସ। ପରିବାର ରଥାରୂଢ଼ ଠାକୁରଙ୍କୁ ଦର୍ଶନ କଲେ।ଶରଧାବାଲିରେ ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ। ଆଦାନୀ ଗ୍ରୁପ ଅଧ୍ୟକ୍ଷ ଗୌତମ ଆଦାନୀ ପୁରୀରେ ପହଞ୍ଚି ବିଶ୍ୱପ୍ରସିଦ୍ଧ…
Read More...

ଶରଧାବାଲିରେ ପହଞ୍ଚିଲା ୩ ରଥ

ଓଡ଼ିଆ ନ୍ୟୁଜ୍: ଶରଧାବାଲିରେ ପହଞ୍ଚିଲା ୩ ରଥ । ତାଳଧ୍ୱଜ, ଦର୍ପଦଳନ ପରେ ପହଞ୍ଚିଲା ନନ୍ଦିଘୋଷ । ଘଣ୍ଟ, ହୁଳହୁଳି, ହରିବୋଲରେ ପ୍ରକମ୍ପିତ ହେଲା ଶରଧାବାଲି । ଦିନ ୧୧ଟା ୧୭ ରେ ପହଞ୍ଚିଲା ତାଳଧ୍ୱଜ ରଥ । ୧୨ଟା ୧୬ରେ…
Read More...

ରଥ ଚକା ତଳେ ପଡ଼ି ଚାଲିଗଲା ଭକ୍ତଙ୍କ ଜୀବନ

ଓଡ଼ିଆ ନ୍ୟୁଜ୍: ରଥ ଚକା ଚାଲେ ଚାଲିଗଲା ଭକ୍ତଙ୍କ ଜୀବନ।ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଶୁକ୍ରବାର ଅପରାହ୍ନରେ ରଥଟଣା ବେଳେ ଅଘଟଣ ଘଟିଛି। ରଥ ଚକ ମାଡ଼ିଯିବାରୁ ଜଣେ ଯୁବକଙ୍କ ମୃତ୍ୟୁ…
Read More...

ମୁମ୍ବାଇରେ ଟଣା ହେଲା ମହାପ୍ରଭୁ ଜଗନ୍ନାଥ ରଥ

ଓଡ଼ିଆ ନ୍ୟୁଜ୍: ଜଳ, ସ୍ଥଳ ବିଶ୍ୱର ଅନେକ ସ୍ଥାନରେ ଆଜି ରଥଯାତ୍ରା ଅନୁଷ୍ଠିତ ହୋଇଛି। ସେପଟେ ଆଜି ନଭି ମୁମ୍ବାଇର ଖାରଘରଠାରେ ଅବସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପର୍ବ ପାଳନ କରାଯାଇଛି।…
Read More...