Browsing Tag

scb medical

SCB ନିଆଁ; ଚାରି ସସ୍‌ପେଣ୍ଡ୍‌

ଓଡ଼ିଆ ନ୍ୟୁଜ୍: SCB ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନିର୍ଦ୍ଦେଶରେ ୪ ଅଧିକାରୀ ନିଲମ୍ବିତ। କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ ଜେନା ସସ୍‌ପେଣ୍ଡ୍‌।କଟକ…
Read More...

ପୁଣି ଅଘଟଣରୁ ଅଳ୍ପକେ ବର୍ତ୍ତିଲା SCB

ଓଡ଼ିଆ ନ୍ୟୁଜ୍: ପୁଣି ଅଘଟଣରୁ ଅଳ୍ପକେ ବର୍ତ୍ତିଲା SCB।ନନ୍‌ ଟ୍ରମା କେୟାରରେ ସର୍ଟସର୍କିଟ୍‌ରୁ ଜଳିଗଲା ଇଲେକ୍ଟ୍ରି ବୋର୍ଡ।ଅଘଟଣ ପୂର୍ବରୁ ଆୟତ କଲେ ଅଗ୍ନିଶମ କର୍ମଚାରୀ।ନନ୍‌ଟ୍ରମା କେୟାରରେ ଶତାଧିକ ରୋଗୀ ଚିକିତ୍ସିତ…
Read More...

SCB ନିଆଁ: ଟିମ୍ ଗଠନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ନ୍ୟୁଜ୍: SCB ଅଗ୍ନିକାଣ୍ଡ: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କଲେ ମୁଖ୍ୟମନ୍ତ୍ରୀ। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ୬ ଜଣିଆ ଟିମ୍ ଗଠନ।କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତଦନ୍ତ କରିବ ଟିମ୍। ଟିମ୍‌ରେ ଅଗ୍ନିଶମ…
Read More...

SCB ମେଡିକାଲରେ ବଡ ଅଗ୍ନିକାଣ୍ଡ

ଓଡ଼ିଆ ନ୍ୟୁଜ୍: କଟକ ବଡ଼ ମେଡିକାଲରେ ଭୟାବହ ଅଗ୍ନିକାଣ୍ଡ । ଯେଉଁଠି ନିଆଁରେ ପୋଡ଼ି ଯାଇ ଚାଲିଯାଇଛି ୧୦ ନୀରିହ ଜୀବନ । ଅନେକ ଲୋକ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଏସସିବି ମେଡିକାଲରୁ…
Read More...

ଭିଜିଲାନ୍ସ ଜାଲରେ SCB ଡାକ୍ତର

ଓଡ଼ିଆ ନ୍ୟୁଜ୍: ଭିଜିଲାନ୍ସ ଜାଲରେ SCB ଆସୋସିଏଟ୍‌ ପ୍ରଫେସର ଡା. ସନାତନ ବେହେରା। ହେପାଟୋଲୋଜି ବିଭାଗର ଆସୋସିଏଟ ପ୍ରଫେସର ଡା. ସନାତନ ବେହେରା। ୨ ଲକ୍ଷ ୬୩ ହଜାର ଟଙ୍କା ନେଇ ଯାଉଥିଲା ବେଳେ ମାଡ଼ିବସିଲା…
Read More...

SCBରେ ସିଲିଂ ଖସି ରୋଗୀ ଆହତ

ଓଡ଼ିଆ ନ୍ୟୁଜ୍: କଟକ SCB ଛାତରୁ ସିଲିଂ ଖସି ରୋଗୀ ଆହତ।ପୁରୁଣା ମେଡିସିନ୍ ବିଭାଗ ୱାର୍ଡରେ ଅଘଟଣ।ରୋଗୀ ବେଡ୍‌ରେ ଥିବାବେଳେ ମୁଣ୍ଡରେ ପଡ଼ିଲା ସିଲିଂ। ଆହତ ରୋଗୀଙ୍କୁ ଅନ୍ୟ ଏକ ବେଡ୍‌କୁ ସ୍ଥାନାନ୍ତର। କଟକ ଏସସିବିରେ ବଡ଼…
Read More...

କଟକ SCBରେ ଲଜ୍ଜା

ଓଡ଼ିଆ ନ୍ୟୁଜ୍: ICUରେ ମହିଳା ରୋଗୀଙ୍କୁ ଅସଦାଚରଣ ଅଭିଯୋଗ।ମେଡିସିନ୍‌ ୱାର୍ଡ ICUରେ ଅସଦାଚରଣ ଅଭିଯୋଗ।ଅଭିଯୁକ୍ତ କର୍ମଚାରୀକୁ ଗିରଫ କଲା ମଙ୍ଗଳାବାଗ ପୋଲିସ।କର୍ମଚାରୀ ଜଣଙ୍କ ଥାର୍ଡ ପାର୍ଟି ଅଧୀନରେ କାମ କରୁଥିବା ସୂଚନା।…
Read More...

ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏକ ମିନି ଇଣ୍ଡିଆ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏକ ମିନି ଇଣ୍ଡିଆ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି । ଆଜି ଅପରାହ୍ନରେ ଏସସିବି ମେଡିକାଲ କଲେଜ ଓ ହସପିଟାଲର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି…
Read More...

ପୁଣି ଚିକତ୍ସା ବିଜ୍ଞାନରେ ଇତିହାସ ରଚିଲା ଏସସିବି ମେଡ଼ିକାଲ, ଦୁଇ ରୋଗୀଙ୍କ ଦେହରେ ଲାଗିଲା ମୃତ ଲୋକର କିଡନୀ

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପୁଣି ଚିକିତ୍ସା ବିଜ୍ଞାନ ଜଗତରେ ଇତିହାସ ରଚିଲା ଏସସିବି ମେଡିକାଲ।ଏସସିବି ମେଡିକାଲ ରେ ମୃତ୍ୟୁ ବରଣ କରିଥିବା ଜଣେ ରୋଗୀ ଙ୍କ 2ଟି କିଡ଼ନୀ ଆତ୍ମୀୟ ଦାନ କରିବା ପରେ ଏହି କିଡ଼ନୀ ଦୁଇ ଜଣ ରୋଗୀ ଙ୍କ…
Read More...

ଏସ୍‌ସିବିରେ କରା ଗଲା ବିରଳ ଅସ୍ତ୍ରୋପଚାର: କଟି ଯାଇଥିବା ହାତ ଆଙ୍ଗୁଠି ଜାଗାରେ ଲଗାଗଲା ଗୋଡ଼ ଆଙ୍ଗୁଠି

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):ଏସ୍‌ସିବିରେ କରା ଗଲା ବିରଳ ଅସ୍ତ୍ରୋପଚାର। ଗୋଡ଼ ଆଙ୍ଗୁଠିକୁ କାଟି ହାତ ଆଙ୍ଗୁଠି କରାଗଲା ।।ଏସ୍‌ସିବି ପ୍ଲାଷ୍ଟିକ୍‌ସର୍ଜରୀ ବିଭାଗ ଦ୍ବାରା ଏହି ଜଟିଳ ଅସ୍ତ୍ରୋପଚାର କୁ ସଫଳତାର ସହ ସମ୍ପନ୍ନ…
Read More...