Browsing Tag

Similipala

ଶିମିଳିପାଳରେ ପୁଣି ଖସିଲା ପାରଦ

ଓଡ଼ିଆ ନ୍ୟୁଜ୍: ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା…
Read More...

ଶିମିଳିପାଳ ବୁଲିବେ ରାଷ୍ଟ୍ରପତି

ଓଡ଼ିଆ ନ୍ୟୁଜ୍: ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ ସାରି ଶିମିଳିପାଳରେ ରାତ୍ରିଯାପନ କରିଥିଲେ । ଆଜି ରାଷ୍ଟ୍ରପତି ଶିମିଳିପାଳ ବୁଲିବା…
Read More...

ଶିମିଳିପାଳ ୪ରୁ ୬ତାରିଖ ବନ୍ଦ ରହିବ

ଓଡ଼ିଆ ନ୍ୟୁଜ୍: ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଦୁଇ ଦିନ ବନ୍ଦ ରହିବ।ରାଷ୍ଟ୍ରପତି ଶିମିଳିପାଳ ଆସିବାକୁ ଥିବାରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ।ଆସନ୍ତା ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ ରହିବ।…
Read More...

ଶିମିଳିପାଳରେ ମାଇନସ ଡିଗ୍ରୀ

ଓଡ଼ିଆ ନ୍ୟୁଜ୍: ଶିମିଳିପାଳରେ ତୁଷାରପାତ । -୧ ଡିଗ୍ରୀକୁ ଖସିଲା ପାରଦ । ଉପରବାର୍ହାକାମୁଡ଼ା, ଦେବସ୍ଥଳୀ, କୁମାରୀ ଓ ଗୁରୁଗୁଡ଼ିଆଠାରେ ତୁଷାରପାତ ହୋଇଛି । ହାଡ଼ଭଙ୍ଗା ଶୀତ ସାଙ୍ଗକୁ ଘନକୁହୁଡ଼ିର ଧଳା ଚାଦର ତଳେ ଘୋଡ଼େଇ…
Read More...

ଶିମିଳିପାଳରେ ତାପମାତ୍ରା ଶୂନ

ଓଡ଼ିଆ ନ୍ୟୁଜ୍: ଶିମିଳିପାଳରେ ତାପମାତ୍ରା ‘ଶୂନ’ ରେକର୍ଡ।ଉପରବାରକାମୁଡ଼ାରେ ‘ଶୂନ’ ତାପମାତ୍ରା ନେଇ ସୂଚନା।ଏନେଇ ଆର୍‌ସିସିଏଫ୍‌ କାର୍ଯ୍ୟାଳୟ ପକ୍ଷରୁ ସୂଚନା। ଚହଲାରେ ୨, ବରେଇପାଣି ଓ ଗୁଡୁଗୁଡ଼ିଆରେ ୫ ଡିଗ୍ରୀ। ସେହିପରି…
Read More...

ବାତ୍ୟା ପାଇଁ ବନ୍ଦ ରହିବ ନନ୍ଦନକାନନ ଓ ଶିମିଳିପାଳ

ଓଡ଼ିଆ ନ୍ୟୁଜ୍: ବାତ୍ୟା ପାଇଁ ବନ୍ଦ ରହିବ ନନ୍ଦନକାନନ। ୨୯ ତାରିଖରେ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ବାତ୍ୟାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା। ସେହିପରି ପ୍ରବଳରୁ ଅତିପ୍ରବଳ ବର୍ଷା…
Read More...

‘ବାଘ ଶୂନ୍ୟ ହୋଇଯାଇଛି ସାତକୋଶିଆ’

ଓଡ଼ିଆ ନ୍ୟୁଜ୍: ବାଘ ଶୂନ୍ୟ ହୋଇଯାଇଛି ସାତକୋଶିଆ କହିଲେ ପିସିସିଏଫ୍‌ ପ୍ରେମ୍‌ ଝା। ସାତକୋଶିଆକୁ ବର୍ତ୍ତମାନ କୌଣସି ବାଘ ଆଣିବାକୁ ଯୋଜନା ନାହିଁ।୫ ବର୍ଷ ପୂର୍ବେ ବାଘ ରହିଥିଲେ, ବର୍ତ୍ତମାନ ଆଉ ବାଘ…
Read More...

ଶିମିଳିପାଳରେ ଅଛନ୍ତି 40 ମହାବଳ

ଓଡ଼ିଆ ନ୍ୟୁଜ୍:ବନ୍ୟପ୍ରାଣୀ ପିସିସିଏଫ୍‌ ପ୍ରେମ କୁମାର ଝାଙ୍କ ବଡ଼ ସୂଚନା । ଶିମିଳିପାଳରେ ଅଛନ୍ତି ୪୦ ମହାବଳ । ସେଥିମଧ୍ୟରୁ ୬ଟି ବାଘ ଶାବକ ଅଛନ୍ତି । ଚଳିତ ବର୍ଷ କ୍ୟାମେରା ଟ୍ରାପ୍ ରୁ ଏହା ସ୍ପଷ୍ଟ ହୋଇଛି । ସେହିପରି…
Read More...

ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା

ଓଡ଼ିଆ ନ୍ୟୁଜ୍: ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା।ଭାରତର 107 ତମ ଜାତୀୟ ଉଦ୍ୟାନ ହେଲା ଶିମିଳିପାଳ ‍ଜଙ୍ଗଲ। ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି। ୨୭୫୦ ବର୍ଗ କିଲୋମିଟର ଅଞ୍ଚଳ ମଧ୍ୟରୁ…
Read More...