ବିଜେଡିର ଏକ୍ସପାଏରୀ ଡେଟ ପଳେଇଲାଣି: ତଥାଗତ ଶତପଥୀ

0

ଓଡ଼ିଆ ନ୍ୟୁଜ୍: ବିଜେଡି ଭବିଷ୍ୟତକୁ ନେଇ ସନ୍ଦେହ ପ୍ରକାଶ କଲେ ତଥାଗତ ସତପଥୀ। ବିଜେଡିର ଏକ୍ସପାଏରୀ ଡେଟ୍‌ ପଳେଇଲାଣି କହି ତାଚ୍ଛଲ୍ୟ କଲେ।ସବୁ ଜିନିଷର ଏକ୍ସପାଏରୀ ଡେଟ୍‌ ଥାଏ, ଗଲା ପରେ କାମ କରେନି। ବିଜେଡି ନୂଆ ନାମ, ନୂଆ ରୂପ, ନୂଆ ଆକାରରେ ଆସିବାର ସମ୍ଭାବନା ଅଛି।ତଥାଗତ ସତପଥୀ କିନ୍ତୁ ଭୋଟ ରାଜନୀତିକୁ ଯିବାର ନାହିଁ।କଂଗ୍ରେସକୁ ଓଡ଼ିଶା ଲୋକେ ଚାହୁଁ ନାହାନ୍ତି- ତଥାଗତ ସତପଥୀ।

ଯିଏ ଆସିବ, ସିଏ ଗୋପରେ ବଢ଼ୁଛି କହି ତେର୍ଚ୍ଛା ବାଣ ମାରିଲେ।‘ଯେତେବେଳେ ସୁଯୋଗ ଆସିଛି ଓଡ଼ିଶାବାସୀ ଆଞ୍ଚଳିକ ଦଳକୁ ସମର୍ଥନ କରିଛନ୍ତି’।ମୁଁ ବିଜେଡିର ଆଭ୍ୟନ୍ତରୀଣ କଥା କହିବା ଠିକ୍‌ ହେବନି’।‘ସେମାନେ ଯେଉଁ ରାଜନୈତିକ ନିଷ୍ପତ୍ତି ନେଲେ ତାହା ଶେଷ ପର୍ଯ୍ୟାୟ’।‘ସେମାନେ ବୁଝି ଗଲେଣି ଯେ ସେମାନଙ୍କ ଶେଷ ଆରମ୍ଭ ହୋଇଗଲାଣି’।

Leave A Reply

Your email address will not be published.