ପାର୍କିଂ ବ୍ୟବସ୍ଥା ନଥିବାରୁ ସିଲ୍ ହେଲା ବଜାର କୋଲକାତା

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ପାର୍କିଂ ବ୍ୟବସ୍ଥାକୁ ନେଇ ଏବେ ଆକ୍ସନ ମୋଡରେ ଜୟପୁର ପୌରପାଳିକା । ପାର୍କିଂ ବ୍ୟବସ୍ଥା ନଥିବାରୁ ସିଲ୍ ହେଲା ବଜାର କୋଲକାତା। । ବିନା ପାର୍କିଂ ବ୍ୟବସ୍ଥାରେ ଚାଲୁଥିବାରୁ ସିଲ୍ ହେଲା ବଜାର କୋଲକାତା । ୩ ଦିନ ପାଇଁ ସିଲ୍ କରିଛି ପୌରପାଳିକା । ବାରମ୍ବାର ଏନେଇ ପୌରପାଳିକାର ଚେତାବନୀ ସତ୍ତ୍ୱେ ବଜାର କୋଲକାତା କତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ନେଉନଥିବାରୁ ବଜାର କୋଲକାତାକୁ ୩ ଦିନ ପାଇଁ ପୌରପାଳିକା ସିଲ୍ କରିଛି । ଯଦି ଆଗକୁ ନିଜସ୍ୱ ପାର୍କିଂ ବ୍ୟବସ୍ଥା କରାନଯିବକେବେ ଆଉ ଖୋଲିବନି ବଜାର କୋଲକାତା ।

ସୂଚନା ଥାଉକି, ମୁଖ୍ୟ ରାସ୍ତାରେ ବଜାର କୋଲକାତା ଗତ କିଛି ବର୍ଷ ହେବ ଖୋଲିଥିବା ବେଳେ ନିଜସ୍ୱ ପାର୍କିଂ ବ୍ୟବସ୍ଥା ନଥିଲା । ଏଠାକୁ ଆସୁଥିବା ଗ୍ରାହକ ରାସ୍ତା କଡରେ ହିଁ ପାର୍କିଂ କରୁଥିଲେ । ଫଳରେ ଟ୍ରାଫିକ ସମସ୍ୟା ଦେଖା ଦେଉଥିଲା ।

Leave A Reply

Your email address will not be published.