ଆଜିର ମୁଖ୍ୟ ଖବର

0

1- ଜୁଲାଇ ଗାଇଡଲାଇନ୍ସରେ ସଂକ୍ରମିତ ଜିଲ୍ଲାରେ କଡା ନିୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ

2- କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ – ଜୁଲାଇ ୧୬ ପର୍ଯ୍ୟନ୍ତ ଉଚ୍ଛେଦ, ନିର୍ମାଣ ଓ ଭଙ୍ଗା ଉପରେ କଟକଣା

3- ଜାତୀୟ କ୍ରୀଡା ପୁରସ୍କାର ପାଇଁ ଦୂତି ଚାନ୍ଦ ଓ ବୀରେନ୍ଦ୍ରଙ୍କ ନାମ ସୁପାରିସ୍

4- ମାଟ୍ରିକ ଅସନ୍ତୁଷ୍ଟଙ୍କ ପାଇଁ ଅଫ୍‍ଲାଇନ: ଜୁଲାଇ ୫ରେ ଫର୍ମପୂରଣ, ସେହି ମାସରେ ପରୀକ୍ଷା ଓ ୧୫ ଦିନ ଭିତରେ ବାହାରିବ ଫଳ

5- ଦେବଗଡରେ ଦ୍ବିତୀୟ କୋଭିଡ୍ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । କହିଲେ, କୋଭିଡ୍ ମୁକାବିଲା ଏକ ମିଳିତ ସାମାଜିକ ଦାୟିତ୍ବ

6- ପରିବହନ କମିସନର ଭାବେ ଦାୟିତ୍ୱ ଗ୍ରହଣ କଲେ ଆଇପିଏସ ଅରୁଣ ବୋଥ୍ରା

7- ରାଉରକେଲା-କୋରାପୁଟ-ଜଗଦଲପୁରକୁ ଟ୍ରେନ୍‌ ଚଳାଚଳ ଆରମ୍ଭ

8- ଗ୍ରାମାଞ୍ଚଳରେ ନୂତନ ନିଯୁକ୍ତି ପାଇଁ ସରକାରଙ୍କ ବଡ଼ ପଦକ୍ଷେପ, ସମସ୍ତ ଜିଲ୍ଲାରେ ହେବ ଶିଳ୍ପାୟନ ଓ ପୁଞ୍ଜନିବେଶ ସହାୟକ ସଂସ୍ଥା

9- ଭୁବନେଶ୍ବର: ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଦୁର୍ବଳ

10- ଭୁବନେଶ୍ୱର: ସାଇବର ଠକ ଗ୍ୟାଙ୍ଗ୍‌ର ୭ ସଦସ୍ୟ ଗିରଫ, ୨ ଇଞ୍ଜିନିୟରିଂ ଛାତ୍ର ଥିଲେ ସାମିଲ : ମାଷ୍ଟରମାଇଣ୍ଡ୍ ଫେରାର

11- ଟିକା ଅଭାବ ଯୋଗୁଁ ଆଜି ୧୧ଟି ଜିଲ୍ଲାରେ ଟିକାକରଣ କାର୍ଯ୍ୟକ୍ରମ ବାତିଲ

12- ସିଏ ପରୀକ୍ଷା ସ୍ଥଗିତ ରଖିବାକୁ ମନା କଲେ ସର୍ବୋଚ୍ଚ ନ୍ୟାୟାଳୟ

Leave A Reply

Your email address will not be published.