ଆଜିର ମୁଖ୍ୟ ଖବର

0

୧- ବଜ୍ରପାତରେ ୧୦ ବର୍ଷରେ ଗଲାଣି ୩୪୭୫ ଜୀବନ। ମୃତକଙ୍କ ମଧ୍ୟରେ ଚାଷୀ ଓ ଶ୍ରମିକ ସର୍ବାଧିକ

୨- ରାଜଧାନୀକୁ ଡେଙ୍ଗୁ ଭୟ,ଆଜି ବୁଲିବ ସ୍ବାସ୍ଥ୍ୟ ବିଭାଗ ଟିମ୍

୩- ଜୁଲାଇ ୭,୮ ରେ ପ୍ରବଳ ବର୍ଷା ସମ୍ଭାବନା : ୧୯ ଜିଲାକୁ ସତର୍କ ସୂଚନା‌। ୧୨ରେ ଲଘୁଚାପ, ୧୩ ରୁ ପୁଣି ବର୍ଷା

୪- ବାତ୍ୟା ନିରୋଧୀ ବିଜୁଳି ଭିତ୍ତିଭୂମି ସହ ଲୁଣା ବନ୍ଧ ନିର୍ମାଣ ପାଇଁ ଓଡ଼ିଶା ମାଗିଲା ୧୫ହଜାର ୫୦ କୋଟି

୫- ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ କରୋନା ସଂକ୍ରମିତ ହୋଇ ଡାକ୍ତରଖାନାରେ ଭର୍ତ୍ତି

୬- ପୁରୀକୁ ଉଡିବ ବିମାନ, ପୁରୀରେ ବିମାନବନ୍ଦର ପାଇଁ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ

୭- ଜୁଲାଇ ୨୦ ସୁଦ୍ଧା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାଫଳ ପ୍ରକାଶ ପାଇବା ସମ୍ଭାବନା

୮- କୋଭିଡ ଟିକା ପରୀକ୍ଷଣ ନିମନ୍ତେ ପୁଣେ ଓ ହାଇଦ୍ରାବାଦରେ ହେବ ଦୁଇଟି କେନ୍ଦ୍ରୀୟ ଔଷଧ ପରୀକ୍ଷାଗାର

୯- ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପୁଷ୍କର ସିଂହ ଧାମି

୧୦- ଆଜି କୋୱିନ ବିଶ୍ଵ ସମ୍ମେଳନକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

୧୧- ଚୀନର ଦୁଇ ମହାକାଶଚାରୀ ମହାକାଶରେ ପଦଚାରଣା କରି ସୃଷ୍ଟି କରିଛନ୍ତି ଇତିହାସ

୧୨- ଦକ୍ଷିଣ ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣାଗ୍ରସ୍ତ: ୨୯ ମୃତ, ୫୦ ଉଦ୍ଧାର

୧୩- ୟୁରୋ କପ୍‌ : ଇଂଲଣ୍ଡ- ଡେନମାର୍କ ସେମି ଲଢ଼େଇ

Leave A Reply

Your email address will not be published.