ଆଜିର ମୁଖ୍ୟ ଖବର

0

୧- ଗ୍ରାମାଞ୍ଚଳ ସଂକ୍ରମଣରେ ଓଡ଼ିଶା ଦେଶରେ ୩ ନମ୍ବର ,ଏବେ ଦୈନିକ ୮୦% ସଂକ୍ରମଣ ଗାଁରୁ

୨- ଅନିଶ୍ଚିତତାରେ ୟୁଜି ଓ ପିଜି ପରୀକ୍ଷା, ଉଚ୍ଚ ଶିକ୍ଷା ବିଭାଗ ନିରବ, ଚିନ୍ତାରେ ଛାତ୍ରଛାତ୍ରୀ

୩- କରୋନା ଆକ୍ରାନ୍ତଙ୍କ ଫୁସ୍‌ଫୁସ୍‌ ସଂକ୍ରମଣ ଚିକିତ୍ସା, ଏସ୍‌ସିବିରେ ଖୋଲିବ ‘ଏକ୍‍ମୋ’ ୟୁନିଟ୍‍

୪- କେନ୍ଦ୍ରୀୟ ଟିମ୍ : ଆଜି ୪ ଜିଲ୍ଲା ଗସ୍ତ କରି ୟସ୍ ବାତ୍ୟାର କ୍ଷୟକ୍ଷତି ଅନୁଧ୍ୟାନ କରିବେ

୫- ରାଜ୍ୟ ଗୁଡିକର ଶିକ୍ଷା ବ୍ୟବସ୍ଥାକୁ ନେଇ ପ୍ରଦର୍ଶନ ଗ୍ରେଡିଂ ଇଣ୍ଡେକ୍ସ 2019-20 ପ୍ରକାଶ, 14 ତମ ସ୍ଥାନରେ ଓଡ଼ିଶା

୬- ସଂଖ୍ୟାଧିକଙ୍କ ମତ, +୨ ପରୀକ୍ଷା ବାତିଲ ମେଧା ଚୟନ କ୍ଷେତ୍ରରେ ଅସଙ୍ଗତି ସୃଷ୍ଟି କରିବ

୭- ରାଜ୍ୟର କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ରଙ୍କ ସୂଚନା, ସଂକ୍ରମଣ ହାର ଏବେ ୯ ପ୍ରତିଶତ

୮- କଟକ ଜିଲ୍ଲାର ୧୦ ଜଣ ଶିକ୍ଷକଙ୍କୁ ପଦୋନ୍ନତି ନିଯୁକ୍ତିପତ୍ର ପ୍ରଦାନ

୯- ୫ଟି ସହରରେ ଘରେ ପହଞ୍ଚିବ ଅକ୍ସିଜେନ୍ । ଡୋରଷ୍ଟେପ୍ ଅକ୍ସିଜେନ୍ କନସନଟ୍ରେଟର ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

୧୦- ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଅସୁସ୍ଥ, କରୋନା ସଂକ୍ରମିତ,ସମ୍ ହସ୍ପିଟାଲରେ ଭର୍ତ୍ତି

୧୧- ଆସନ୍ତା ୧୦ତାରିଖରେ ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା, ଏହାର ପ୍ରଭାବରେ ଓଡିଶା ସମେତ ସମଗ୍ର ପୂର୍ବଭାରତରେ ଆସିପାରେ ମୌସୁମୀ

୧୨- ସେଲ୍‌ଫି ନେବାବେଳେ କାଂସବାହାଲ ଡ୍ୟାମରେ ଖସି ପଡ଼ିଲେ ୨ ଯୁବକ: ଜଣେ ମୃତ, ଅନ୍ୟ ଜଣେ ଗୁରୁତର

୧୩- କରୋନାରେ ମାଡ ଖାଉଛି ମଧ୍ୟବିତ୍ତ । ୩କୋଟି ୩୦ ଲକ୍ଷ ମଧ୍ୟବିତ୍ତଙ୍କୁ ଗରିବ କରିଦେଲା କରୋନା

Leave A Reply

Your email address will not be published.