ଆଜିର ମୁଖ୍ୟ ଖବର

0

୧-କ୍ରୀଡ଼ା ଭିତ୍ତିଭୂମୀ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ, ରାଜ୍ୟରେ ଆଉ ୮୯ଟି ଇନ୍‌ଡୋର ଷ୍ଟାଡ଼ିୟମ ନିର୍ମାଣ ହେବ। ଖର୍ଚ୍ଚ ହେବ ୬୯୩ କୋଟି। ମହାମାରୀ, ବନ୍ୟା ଓ ବାତ୍ୟା ସମୟରେ ହେବ ବହୁମୁଖୀ ବ୍ୟବହାର

୨-+2ରେ ବଢିଲା ୫୫ ହଜାର ଆସନ,୧୨ରୁ ନାମଲେଖା ପାଇଁ ଆବେଦନ, ଏବର୍ଷ ବଢିବନି ନାମଲେଖା ଦେୟ।

୩-ବର୍ଷା ଗାଏବ,ଚାଷ ମରୁଡ଼ି ମୁହାଁ।୨୦ଜିଲ୍ଲାରେ ସ୍ଥିତି ସଙ୍ଗୀନ।

୪-ଆସିଲା ପାର୍ବଣ ଗାଇଡଲାଇନ୍‌ ୪ମାସ ପାଇଁ, ଏଥର ବିନା ଭକ୍ତରେ ହେବ ପୂଜା।କଟକଣାରେ କମ୍‌ ପିଲାରେ ସ୍କୁଲରେ ହେବ ଗଣେଶ ପୂଜା।

୫-ଓଡ଼ିଶା ଫାୟାର ସର୍ଭିସ ରୁଲରେ ସଂଶୋଧନ, ହୋମଗାର୍ଡଙ୍କୁ ମିଳିବ ନିଯୁକ୍ତି। ହୋମଗାର୍ଡଙ୍କ ମଧ୍ୟରୁ ୧୦ ପ୍ରତିଶତ ଅଗ୍ନିଶମ ବାହିନୀରେ ନିଯୁକ୍ତି ପାଇପାରିବେ।

୬-ଆଜି ଠାରୁ ଭକ୍ତଙ୍କ ପାଇଁ ଖୋଲିବ ଘଟଗାଁର ମା’ ତାରିଣୀ ମନ୍ଦିର, କୋଭିଡ କଟକଣା ସହ ଖୋଲିବାକୁ ନିଷ୍ପତ୍ତି।

୭-୨୩ରୁ ବିଏମସି ଅଞ୍ଚଳରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ । କରୋନା କଟକଣା ସହ ଖୋଲି ମନ୍ଦିର

୮-ବଦଳିଲେ ଭଦ୍ରକ ଓ ଢେଙ୍କାନାଳ ଜିଲାପାଳ; ତ୍ରିଲୋଚନ ମାଝୀ ହେଲେ ଭଦ୍ରକ ଜିଲାପାଳ। ସେହିପରି ସରୋଜ କୁମାର ସେଠୀ ହେଲେ ଢେଙ୍କାନାଳ ଜିଲାପାଳ।

୯-ହାଇକୋର୍ଟରୁ ଲାଇଭ ଷ୍ଟ୍ରିମିଙ୍ଗ ବିବାଦ, ନିର୍ଦ୍ଧିଷ୍ଟ ମାମଲାର ସିଧା ପ୍ରସାରଣ ହେବାକୁ ନିଷ୍ପତି।

୧୦-ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ମୋଦିଙ୍କ ଅଧ୍ୟକ୍ଷତା, ସାମୁଦ୍ରିକ ବିବାଦ ତୁଟାଇବା ଉପରେ ଦେଲେ ଗୁରୁତ୍ଵ।

୧୧-ଭାରତ ଫେରିଲେ ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା, ବିମାନବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା

୧୨-ବାଂଲାଦେଶରେ ହିନ୍ଦୁ ମନ୍ଦିର, ଦୋକାନ ଓ ହିନ୍ଦୁଙ୍କ ଉପରେ ଆକ୍ରମଣ; ୧୦ ଗିରଫ।

Leave A Reply

Your email address will not be published.