ଆଜିର ମୁଖ୍ୟ ଖବର

0

୧-ନୂଆ ଦିଲ୍ଲୀ: କେନ୍ଦ୍ରର ନିଷ୍ପତ୍ତି:କରୋନା ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର। ରାଜ୍ୟ ବିପର୍ଯ୍ୟୟ ପାଣ୍ଠିରୁ ଦିଆଯିବ ଏହି ଅର୍ଥ।

୨-ଭୁବନେଶ୍ୱର:୨୪ରେ ଲଘୁଚାପ,୨୬ରୁ ପ୍ରବଳ ବର୍ଷା ସମ୍ଭାବନା।

୩-ଜୀବନ ଗଲା ପରେ ଚେତା ପଶିଲା, ସ୍ମାର୍ଟ ସିଟି ଡ୍ରେନ୍‌କୁ ସ୍ମାର୍ଟ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି BMC।

୪-କିଟ୍ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମରେ ଉଦଘାଟିତ ହେଲା ଜୁନିୟର ନ୍ୟାସନାଲ ଖୋଖୋ ଚାମ୍ପିୟନସିପ।

୫-ଡେରାବିଶ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ୫ ବର୍ଷର ବାଳିକା ଅଭ୍ନି ଅନ୍ବେଷା। ନିଳକଣ୍ଠପୁର ନିବାସୀ
ଅଶୋକ କୁମାର ପୃଷ୍ଟିଙ୍କ କନ୍ୟା ସେ।

୬-ଭିଜିଲାନ୍ସ ଜାଲରେ ମୋଟୁ ଥାନା ଆଇଆଇସି, ଘର ଆଗରେ ତାଲିସି ବେଳେ ଗାଡ଼ିରୁ ମିଳିଲା ୨ ଲକ୍ଷ ୮୦ ହଜାର ଟଙ୍କା।

୭-ଭଦ୍ରକ:ମାଲିକ ସୁଶାନ୍ତ ବିଶ୍ୱାଳଙ୍କ ନିଆରା ସମ୍ପର୍କ, କୁକୁର ‘ଚମ୍ପି’ର ଏକାଦଶରେ ୫ ଶହ ଲୋକଙ୍କୁ ଦେଲେ ଭୋଜନ

୮-ଘାଟିକିଆ:ବିଡିଏ ପ୍ଲାନ୍ ଉଲଂଘନ ଅଭିଯୋଗରେ ରୁଦ୍ରନାରାୟଣ ଆପାର୍ଟମେଣ୍ଟର ୨ଟି ମହଲା ସିଲ୍, ପାର୍କିଂରେ ଚାଲିଥିବା ୨ଟି ବ୍ୟାଙ୍କ୍ ବନ୍ଦ ପାଇଁ ନୋଟିସ୍

୯-ରାଜଧାନୀରେ ପୁଞ୍ଜା ପୁଞ୍ଜା ଆଞ୍ଜେଲ ପ୍ରିୟାଙ୍କ ରାଜ୍, ସହିଦ ନଗର ପୋଲିସ ଗିରଫ କଲା ଆଉ ଜଣେ ଠକ ସୁନ୍ଦରୀ, ପଶ୍ଚିମବଙ୍ଗର ପିହୁ ବିଶ୍ୱାସଙ୍କୁ ।

୧୦-ଟିଟିଲାଗଡରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ସାଢେ ୪ ଲକ୍ଷ ପରିବାର।

୧୧-ରଗବି ସେଭେନ୍ସ ଚମ୍ପିୟନସିପ ଜିତିଥିବା ଓଡିଆ ଖେଳାଳିଙ୍କୁ ଲୋକସେବା ଭବନରେ ସମ୍ବର୍ଦ୍ଧନା, ଟିମ୍‌କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା

୧୨-ପ୍ରୟାଗରାଜ:ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲା; ୧୪ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଆନନ୍ଦ ଗିରି।

Leave A Reply

Your email address will not be published.