ଆଜିର ମୁଖ୍ୟ ଖବର

0

୧-ବାଲେଶ୍ଵର:ଶତ୍ରୁ ଛାତିରେ ପଶିବ ଛନକା,ଆକାଶ ସିରିଜର ଆଉ ଏକ ମିଶାଇଲ୍‌ ‘ଆକାଶ ପ୍ରାଇମ୍‌’ର ହେଲା ସଫଳ ପରୀକ୍ଷଣ।

୨-ପିପିଲି ଉପନିର୍ବାଚନ:ସରିଲା ନିର୍ବାଚନ ପ୍ରଚାର, ୩୦ରେ ହେବ ମତଦାନ।

୩-ଭୁବନେଶ୍ୱର କ୍ଲବର ନୂଆ ମୁଖିଆ ହେଲେ ଅସିତ ତ୍ରିପାଠୀ,୨୭୮ ଭୋଟରେ ବିଜୟ ପଟ୍ଟନାୟକଙ୍କ ଠାରୁ ଜିତିଲେ।

୪-ଭୁବନେଶ୍ୱର:ଦ୍ୱିତୀୟ ଲହର ଭଳି ଭୟଙ୍କର ହେବନି ତୃତୀୟ ଲହର,ତଥାପି ସତର୍କ ରହିବାର ଆବଶ୍ୟକ ରହିଛି।

୫-କୋରାପୁଟ:ସୁଙ୍କି ଘାଟିରେ ଅବରୋଧ ହଟାଉଛି ଏନଡିଆରଏଫ: ବାତ୍ୟା ପ୍ରଭାବରେ ମାଟି ଅତଡା ଖସି ହୋଇଥିଲା ଅବରୋଧ।

୬-ପି ଏଲ ହରନାଧ ହେବେ ପାରାଦୀପ ବନ୍ଦରର ନୂଆ ଅଧ୍ୟକ୍ଷ।

୭-ମୋ ସ୍କୁଲ୍‌ ଅଭିଯାନ: ୧୬ କୋଟି ୩୧ ଲକ୍ଷ ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ, ୮୮୭ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ପାଇଁ ପ୍ରସ୍ତାବ।

୮-ଅକ୍ଟୋବର ମାସରେ ଛୁଟି ବର୍ଷା : ୨୧ ଦିନ ବନ୍ଦ ହୋଇପାରେ ବ୍ୟାଙ୍କ୍ ।

୯-ଚାଷୀଙ୍କ ପାଇଁ ‘ଭାରତ ବନ୍ଦ’ । ଓଡ଼ିଶାରେ ପଡ଼ିଲା ବନ୍ଦର ଆଂଶିକ ପ୍ରଭାବ ।

୧୦-ନୂଆଦିଲ୍ଲୀ:ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

୧୧-୧୫୦ ରୁ ଅଧିକ ପୁରାତନ ସାମଗ୍ରୀ ପ୍ରତ୍ୟାବର୍ତ୍ତନ ପାଇଁ ନ୍ୟୁୟର୍କ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଲା ଭାରତ

୧୨-ପରଦା ଓ ଜାଲି ସହ ଝିଅଙ୍କ ପାଠପଢ଼ା ପାଇଁ ଅଲଗା ସିପ୍ଟ : ତାଲିବାନ୍ ସରକାର ସାମ୍ନାରେ ଅସହାୟ ଆଫଗାନ୍ ବିଶ୍ୱବିଦ୍ୟାଳୟ।

Leave A Reply

Your email address will not be published.