ଆଜିର ମୁଖ୍ୟ ଖବର

0

୧–ଅଗଷ୍ଟ ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ତଥା ଦ୍ବାଦଶ ଶ୍ରେଣୀ ପରୀକ୍ଷାଫଳ ।ଦଶମ ପରୀକ୍ଷା ଭିତ୍ତିରେ ମୂଲ୍ୟାୟନ କରିବାକୁ ନିଷ୍ପତ୍ତି । । ସେହିପରି ଏକ୍ସ ରେଗୁଲାରଙ୍କ ମାର୍କିଂ ପୂର୍ବ ଥର +୨ ପରୀକ୍ଷା ଭିତ୍ତିରେ ହେବ।

୨-କରୋନାକାଳରେ ଅନୁଷ୍ଠିତ ହେବ ସଂସଦର ମୌସୁମୀ ଅଧିବେଶନ, ଲୋକସଭା ବାଚସ୍ପତି କହିଲେ ସବୁ ସାଂସଦଙ୍କ ସରିଛି ଟିକାକରଣ ।

୩-ଆଖିବୁଜିଲେ କିଂବଦନ୍ତି ଧାବକ ମିଲ୍‌ଖା ସିଂହ ।

୪-କରୋନା ପାଇଁ ଏଥର ଅନଲାଇନରେ ହେବ ୟୁଜି/ପିଜି ଫାଇନାଲ ପରୀକ୍ଷା ।

୫-ନୟାଗଡ଼ରେ ୬ ବର୍ଷର ଶିଶୁକୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡ ଅନୁମତି ।

୬-ପଶ୍ଚିମବଙ୍ଗରେ ଜୋର ଧରିଲା ଦଳବଦଳ । ଗଙ୍ଗାଜଳ ଛିଞ୍ଚି ହୋଇ ବିଜେପି ଛାଡି ଟିଏମସିରେ ଯୋଗଦେଲେ ୩୫୦ କାର୍ଯ୍ୟକର୍ତ୍ତା ।

୭-–ରାଜ୍ୟରେ କୋଭିଡ-୧୯ ମୃତ୍ୟୁର ସ୍ଵତନ୍ତ୍ର ଅଡିଟ ପାଇଁ ଉଚ୍ଚ ନ୍ୟାୟାଳୟରେ ଦାଖଲ ହେଲା ଜନସ୍ବାର୍ଥ ମାମଲା, ମାମଲା ଦାଖଲ କଲେ ଆଇନଜୀବୀ ନିଶିକାନ୍ତ ମିଶ୍ରରାଜ୍ୟରେ କୋଭିଡ-୧୯ ମୃତ୍ୟୁର ସ୍ଵତନ୍ତ୍ର ଅଡିଟ ପାଇଁ ଉଚ୍ଚ ନ୍ୟାୟାଳୟରେ ଦାଖଲ ହେଲା ଜନସ୍ବାର୍ଥ ମାମଲା, ମାମଲା ଦାଖଲ କଲେ ଆଇନଜୀବୀ ନିଶିକାନ୍ତ ମିଶ୍ର

୮–ଜେଲରୁ ବାହାରିଲେ ଆଇଏଫଏସ ଅଭୟକାନ୍ତ ପାଠକ। ଦୀର୍ଘ ୬ ମାସ ପରେ ଜେଲରୁ ମୁକୁଳିଲେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ।ଜେଲରୁ ବାହାରିଲେ ଆଇଏଫଏସ ଅଭୟକାନ୍ତ ପାଠକ। ଦୀର୍ଘ ୬ ମାସ ପରେ ଜେଲରୁ ମୁକୁଳିଲେ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ।

୯–ଓଡ଼ିଶା ହକି ଆଡହକ କମିଟି ଅଧ୍ୟକ୍ଷ ହେଲେ ଦିଲ୍ଲୀପ ତିର୍କି, ଭୋଳାନାଥ ସିଂହ, ରାଜେନ୍ଦ୍ର ପାଣି, ଆର. କେ. ଶ୍ରୀବାସ୍ତବ, ଅଧିପ ଦାସ ଆଡହକ କମିଟି ସଦସ୍ୟ ।ଓଡ଼ିଶା ହକି ଆଡହକ କମିଟି ଅଧ୍ୟକ୍ଷ ହେଲେ ଦିଲ୍ଲୀପ ତିର୍କି, ଭୋଳାନାଥ ସିଂହ, ରାଜେନ୍ଦ୍ର ପାଣି, ଆର. କେ. ଶ୍ରୀବାସ୍ତବ, ଅଧିପ ଦାସ ଆଡହକ କମିଟି ସଦସ୍ୟ । ।

୧୦-–ଆସାମରେ ଏକ ବଡ ଧରଣର ସୁନା ରାକେଟ ଠାବ ; ଘଣ୍ଟା ଘଣ୍ଟା ତଲାସି ପରେ କାରରୁ ଜବତ ହେଲା ୨୧ କୋଟିର ସୁନା ବିସ୍କୁଟ । ।

୧୧-ବାବା କା ଢ଼ାବା ମାଲିକ’ କାନ୍ତା କଲେ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ।

୧୨-କୋଭିଡ-୧୯ ତୃତୀୟ ଲହରରେ ପିଲା ପ୍ରଭାବିତ ହେବାର ଆଶଙ୍କା କମ୍ : କେନ୍ଦ୍ର ସରକାର ।

୧୩-ନକଲି ଔଷଧ କାରବାର ନେଇ ଅଧିକ ଖୋଳତାଡ଼ ପାଇଁ ମୁମ୍ବଇ ଗଲା ଏସ୍‌ଟିଏଫ ।

୧୪-ଆନ୍ଦୋଳନରତ କୃଷକଙ୍କୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଆହ୍ୱାନ । ପାରିତ ଆଇନ ଉପରେ ଆଲୋଚନା ପାଇଁ ସରକାର ସର୍ବଦା ପ୍ରସ୍ତୁତ ।

୧୫-ଏକାଧିକ ପ୍ରସ୍ତାବ ଦେଲାଣି ସ୍ବତନ୍ତ୍ର ଟାସ୍କଫୋର୍ସ,ସମ୍ଭାବ୍ୟ ତୃତୀୟ ଲହର ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି .।

୧୬-ଝୁଲିଲାଣି ପଞ୍ଚାୟତ ନିର୍ବାଚନ ଭାଗ୍ୟ, ୨୦୨୨ ଫେବ୍ରୁଆରିରେ ହେବା ନେଇ ଆଶଙ୍କା ।

୧୭-ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି ଓ ଅକ୍ସିଜେନ ପ୍ଲାଣ୍ଟର ଉଦଘାଟନ ।

୧୮-WTC Final: ବର୍ଷାରେ ଧୋଇଗଲା ପ୍ରଥମ ଦିନର ଖେଳ, ମ୍ୟାଚ୍ ୫ ନୁହେଁ ଏବେ ୬ ଦିନ ପର୍ଯ୍ୟନ୍ତ ଚାଲିବ ।

Leave A Reply

Your email address will not be published.