TVKର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଜୟ

0

ଓଡ଼ିଆ ନ୍ୟୁଜ୍: ରାଜନୀତିକୁ ଆଉଜଣେ ସୁପରଷ୍ଟାର ଅଭିନେତାଙ୍କ ଏଣ୍ଟ୍ରି । ତାମିଲନାଡୁ ରାଜନୀତିରେ ଆଉଜଣେ ବଡ଼ କଳାକାର ଏଣ୍ଟ୍ରି ମାରିଛନ୍ତି । ୨୦୨୬ ତାମିଲନାଡୁ ନିର୍ବାଚନ ପାଇଁ TVK ପାର୍ଟିର ବଡ଼ ଘୋଷଣା।TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ।ଚେନ୍ନାଇରେ ବସିଥିବା TVK ଦଳୀୟ ବୈଠକରେ ଘୋଷଣା।ବିଜେପି ସହ କୌଣସି ମେଣ୍ଟ କରିବେ ନାହିଁ ବୋଲି ସ୍ପଷ୍ଟ କଲେ ବିଜୟ।ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତାମିଲ ସୁପରଷ୍ଟାର ବିଜୟ । ଏକାକୀ ଲଢ଼ିବ ବିଜୟଙ୍କ ଦଳ TVK ।

Leave A Reply

Your email address will not be published.