ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

0

ଭାରତରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା l ଗତକାଲି ଗୋଟିଏ ଦିନରେ 124 ଟି ନୂଆ ମାମଲା ସାମ୍ନାକୁ ଆସିଛି l ଏଥିସହିତ ବର୍ତ୍ତମାନ୍ ସ୍ଥିତି ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାରା ଦେଶ ରେ 873 ରେ ପହଁଞ୍ଚିଛି l ସେହିପରି 22 ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ 79 ଜଣ ସୁସ୍ଥ ହୋଇଛନ୍ତି l

Leave A Reply

Your email address will not be published.