କରୋନା ମୁକାବିଲା ପାଇଁ ସବ୍ୟସାଚୀ ଙ୍କ ସହାୟତା

0

କରୋନା ମୁକାବିଲା କରିବା ପାଇଁ ଓଲିଉଡ୍ ଷ୍ଟାର୍ ସବ୍ୟସାଚୀ ମିଶ୍ର ଏକ ଲକ୍ଷ ଟଙ୍କା ଚିଫ୍ ମିନିଷ୍ଟର ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି l ସବ୍ୟସାଚୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ରେ ସୂଚନା ଦେଇ କହିଛନ୍ତି ଯେ kovid 19 ବିରୋଧରେ ଚାଲିଥିବା ଲଢେଇ କୁ ସମର୍ଥନ କରି ସେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ଦେଇଛନ୍ତି l ତା ସହିତ ସମସ୍ତେ ସହାୟତା ର ହାତ ବଢାଇବାକୁ ସେ ଅନୁରୋଧ କରିଛନ୍ତି l

Leave A Reply

Your email address will not be published.