କରୋନା ପାଇଁ ଗ୍ରାମ ସିଲ୍

0

କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ପର୍ଯ୍ୟନ୍ତ ବିଭିନ୍ନ ପଦକ୍ଷେପମାନ ନେଇଛନ୍ତି l କେନ୍ଦ୍ର ସରକାର ଙ୍କ ଲକ୍ ଡାଉନ୍ ଘୋଷଣା ପରେ ଏବେ ସାରା ଦେଶ ଲକ୍ ଡାଉନ୍ ସ୍ଥିତିରେ ରହିଛି l ଗ୍ରାମାଞ୍ଚଳରେ ଦେଖାଦେଇଛି ସଚେତନତାର ଚିତ୍ର l ଓଡିଶାର ବିଭିନ୍ନ ସ୍ଥାନରେ ବାଉଁଶ, ଗଛ ଡାଳ, ଖୁଣ୍ଟି ଆଦି ସମାଗ୍ରୀ ଦେଇ ରାସ୍ତାକୁ ସିଲ୍ କରିଦିଆଯାଇଛି l ଏବଂ ଗ୍ରାମ ଭିତରକୁ ପ୍ରବେଶ ପାଇଁ କାହାରିକୁ ଅନୁମତି ମିଳୁନାହିଁ l

Leave A Reply

Your email address will not be published.