ଚାରି ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇବ ଦିଲ୍ଲୀ ସରକାର

0

କରୋନା ମୁକାବିଲା ପାଇଁ ଦିଲ୍ଲୀ ସରକାର ଚାରି ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇବ I ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗଣମାଧ୍ୟମକୁ ସମ୍ବୋଧିତ କରି କହିଛନ୍ତି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଥିବା ସମୁଦାୟ 325 ଟି ସ୍କୁଲ ରେ ଶନିବାର ଠାରୁ ଭୋଜନର ବନ୍ଦୋବସ୍ତ କରାଯିବ l ଲକ୍ ଡାଉନ୍ ପାଇଁ ଅନେକ ଲୋକ ଭୋକ ଉପାସରେ ରହୁଥିବାରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି l

Leave A Reply

Your email address will not be published.