ମନ୍ତ୍ରୀ ଟୁକୁନି ସାହୁଙ୍କ କରୋନା ସମୀକ୍ଷା ବୈଠକ l

0

ଆଜି ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ର ସଇଁତଳା ବ୍ଲକ ଠାରେ ମହିଳା ଓ ଶିଶୁ ବିକାଶ ଏବଂ ମିସନ ଶକ୍ତି ମନ୍ତ୍ରୀ ଶୀମତୀ ଟୁକୁନି ସାହୁ ଏକ କରୋନା ସମୀକ୍ଷା ବୈଠକ କରିଥିଲେ l

ମନ୍ତ୍ରୀ ଶୀମତୀ ଟୁକୁନି ସାହୁ ଏହି ବୈଠକରେ ପଞ୍ଚାୟତ ମାନଙ୍କରେ କରୋନା ସ୍ଥିତିକୁ ନେଇ ପଚାରି ବୁଝିଥିଲେ l ଗରିବ, ନିରାଶ୍ରୟ ମାନଙ୍କୁ କିପରି ସଠିକ୍ ଖାଦ୍ୟ ଯୋଗାଣ କରାଯିବ ଏବଂ ସ୍ୱାସ୍ଥ୍ୟ ଶିବିର ଉପରେ ଆଲୋଚନା କରିଥିଲେ l ଏହିସବୁ ଗୁଡ଼ିକର ତଦାରଖ କରିବା ପାଇଁ ବିଡିଓ ଙ୍କୁ ନିର୍ଦେଶ ଦେଇଛନ୍ତି l ସରକାରଙ୍କ ନିୟମ ଗୁଡିକୁ ମାନି ସାମାଜିକ ଦୂରତା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ତତ୍ ସହିତ ଘରେ ରହିବାକୁ ମନ୍ତ୍ରୀ ଅନୁରୋଧ କରିଛନ୍ତି l

Leave A Reply

Your email address will not be published.