ଭାରତକୁ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ପ୍ରସଂଶା

0

କରୋନା ମୁକାବିଲା ପାଇଁ ଭାରତ ନେଉଥିବା ଆକ୍ରମଣାତ୍ମକ ପଦକ୍ଷେପକୁ ସ୍ଵାଗତ କରିଛି who ବା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ l who ପକ୍ଷରୁ କୁହାଯାଇଛି ଭାରତ ନେଉଥିବା ପଦକ୍ଷେପ ଗୁଡିକ ଉଚିତ l whoର କାର୍ଯ୍ୟକରି ନିର୍ଦେଶକ ମାଇକେଲ ଜେ ରେୟାନ କହିଛନ୍ତି ଭାରତ ଜନ ସଂଖ୍ୟା ବହୁଳ ରାଷ୍ଟ୍ର l କରୋନା ସଂକ୍ରମଣ ନିୟନ୍ତ୍ରଣ କରିବା ହିଁ କରୋନାର ଭବିଷ୍ୟତ ନିର୍ଦ୍ଧାରଣ କରିବା l ଏହା ସହ ଆହୁରି ମଧ୍ଯ କହିଛନ୍ତି ବସନ୍ତ ଓ ପୋଲିଓର ମୂଳୋତ୍ପାଟନରେ ସାରା ବିଶ୍ୱରେ ଉଦାହରଣ ସାଜିଛି l

Leave A Reply

Your email address will not be published.