ଆଜି ରାତ୍ରି 8ଟାରେ ଦେଶବାସୀ ଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

0

ଆଜି ରାତ୍ରି 8 ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିବେ l ଏନେଇ ଟୁଇଟ କରି ଅବଗତ କରିଛନ୍ତି ଯେ ବିଶ୍ୱ ମହାମାରୀ କରୋନା ଭାଇରସର ବଢି ଚାଲିଥିବା ପ୍ରକୋପ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ଯ ଦେଶବାସୀ ଙ୍କୁ ଜଣାଇବି l

Leave A Reply

Your email address will not be published.