ଅନୁଗୁଳରୁ ୧୦୮  କେଜି ଗଂଜେଇ ଜବତ, ୬ ଜଣ ଗିରଫ ସହ ବୋଲେରୋ ଜବତ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅନୁଗୋଳ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା। ଅବକାରୀ ବିଭାଗର ଟିମ ର ଚଢ଼ାଉ ଫଳରେ ୧୦୮  କେଜି ଗଂଜେଇ ଜବତ। ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୧୦ ଟଙ୍କା। ଅନୁଗୋଳ ଜିଲ୍ଲା ମୁଣ୍ଡାସାହି ଛକ ଓ ବଇଣ୍ଡା ନିକଟରୁ ଗଂଜେଇକୁ ଜବତ କରିଛି ଅବକାରୀ ଟିମ।  ଏଥିରେ ୬ ଜଣଙ୍କୁ ଗିରଫ କରିବା ସହ ଗୋଟିଏ କାର ଓ ଗୋଟିଏ ବୋଲେରୋ ଜବତ । ଏନେଇ ସୂଚନା ଦେଇଛନ୍ତି ଅନୁଗୋପ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ।

Leave A Reply

Your email address will not be published.