ଆଜ୍ଞାମାଳ ଆସିବା ପରେ ଦକ୍ଷିଣ ମୋଡ଼ ହେଲେ ୩ ରଥ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଜ୍ଞାମାଳ ଆସିବା ପରେ ଶରଦ୍ଧା ବାଲିରେ ଦକ୍ଷିଣ ମୋଡ଼ ହେଲେ ୩ ରଥ। ପ୍ରଥମେ ମା ସୁଭଦ୍ରାଙ୍କ ରଥକୁ ଦକ୍ଷିଣ ମୋଡ଼ କରୁଛନ୍ତି ସେବାୟତ । ପରେ ବଡ଼ ଭାଇ ବଳଭଦ୍ରଙ୍କ ରଥ, ଶେଷରେ କାଳିଆ ଠାକୁରଙ୍କ ରଥକୁ ଦକ୍ଷିଣ ମୋଡ଼ କରାଯାଇଛି । ହେରା ପଂଚମୀ ନୀତ ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଛି ବାହୁଡା ପ୍ରସ୍ତୁତି । ୨୮ତାରିଖ ବୁଧବାର ବାହୁଡାଯାତ୍ରାରେ ଗୁଣ୍ଡିଚା ଘରୁ ଶ୍ରୀମନ୍ଦିରକୁ ରଥାରୁଢ ଠାକୁର ବାହୁଡିଯିବେ । ତେବେ ଆଜି ରଥର ଦକ୍ଷିଣ ମୋଡ ପୂର୍ବରୁ ତିନି ରଥର ଯାଂଚ କରାଯାଇଥିଲା ।

ନନ୍ଦିଘୋଷ ରଥରେ ୪ଟି କ୍ଲାମ୍ପ ଲଗାଯାଇଛି ବିଶ୍ୱକର୍ମା ଓ ଭୋଇ ସେବକମାନେ ଓ ରଥ ଯାଂଚ କମିଟି ସଦସ୍ୟ ମାନଙ୍କ ଦ୍ୱାରା ରଥ ଯାଂଚ କାର୍ଯ୍ୟ ସମ୍ପନ୍ନ ହୋଇଛି ।

 

Leave A Reply

Your email address will not be published.