ଜୁନ ୧ ପର୍ଯ୍ୟନ୍ତ ଯୁକ୍ତ ୩ ଆବେଦନ

0

ଓଡ଼ିଆ ନ୍ୟୁଜ୍: ଯୁକ୍ତ ୩ ନାମଲେଖା ଆବେଦନ ଅବଧି ବୃଦ୍ଧି କଲେ ସରକାର । ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର । ଆଜି ଶେଷ ହେଉଥିବା ଅବଧି ଜୁନ ୧ ପର୍ଯ୍ୟନ୍ତ ବଢ଼ିଲା । ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।ମେ’ ୨୦ ତାରିଖ ଆବେଦନର ଶେଷ ତାରିଖ ରହିଥିଲା ।

ଆଜି ଶେଷ ହେଉଥିବା ଅବଧି ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଯେଉଁମାନେ CAFରେ ଆବେଦନ କରିଛନ୍ତି, ମାର୍କସିଟ୍‌ ଅପଲୋଡ୍‌ କରିପାରିବେ । ପ୍ରଥମ, ଦ୍ବିତୀୟ, ତୃତୀୟ ସିଲେକ୍ସନ୍ ଡେଡ୍‌ଲାଇନ୍ ପରେ ପ୍ରକାଶ ପାଇବ ।

 

 

Leave A Reply

Your email address will not be published.