ହକି ତାରକା ପ୍ରବୋଧ ତିର୍କିଙ୍କ ଘରୁ ଚୋରି ଘଟଣାରେ ୫ ଗିରଫ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ହକି ତାରକା ପ୍ରବୋଧ ତିର୍କିଙ୍କ ଘରୁ ଚୋରି ଘଟଣା। ୫ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ। ସମସ୍ତେ ରାଜଧାନୀରେ ବିଭିନ୍ନ ବସ୍ତିରେ ରହିଥିଲେ। ଅଭିଯୁକ୍ତଙ୍କ ସହ ଚୋରା ସାମଗ୍ରୀ କିଣିଥିବା ବ୍ୟକ୍ତି ମଧ୍ୟ ଗିରଫ। ୨୦ ତାରିଖ ରାତିରେ କେହି ନଥିବା ବେଳେ କଳାକନା ବୁଲାଇଥିଲେ ଲୁଟେରା।ୟୁନିଟ ୬ ସ୍ଥିତ ବାସଭବନରୁ ଚୋରି ନେଇ ଥାନାରେ ହୋଇଥିଲା ଏତଲା।  ଟଙ୍କା, ସୁନା, ଏଲଇଡି ଟିଭି, ହକି ମେଡାଲ, ଗ୍ୟାସ ସିଲିଣ୍ଡର ଚୋରି ହୋଇଥିବା ସୂଚନା।

ବିଳମ୍ବିତ ରାତିରେ କେହି ନଥିବା ବେଳେ ହୋଇଥିଲା ଲୁଟ ପାଟ । ରାଉରକେଲାରେ ପ୍ରବୋଧ ଥିବା ଅବସ୍ଥାରେ ହୋଇଥିଲା ଲୁଟ। ଅଟରେ ଆସୁଥିଲେ ଚୋରୀ କରି ଛୁ ମରୁଥିଲେ। ସମସ୍ତେ ଝାରପଡ଼ାରେ କଏଦୀ ଥିବା ବେଳେ ଜେଲରୁ ପରିଚିତ ହୋଇଥିଲେ। ସମସ୍ତଙ୍କ ନାଁରେ 20-25 ରେ ବିଭିନ୍ନ ଅପରାଧୀକ ମାମଲା ରହିଛି। 100ରୁ ଉର୍ଦ୍ଧ କେସ ରହିଛି ବିଭିନ୍ନ ଥାନାରେ।  ଟାର୍ଗେଟରେ ରହିଥିଲେ ବଡ଼ ବଡ଼ ଅଫିସର।

OAS  ଅଫିସର ଜ୍ୟୋତି ମିଶ୍ରଙ୍କ ଘରୁ ମଧ୍ଯ ପୂର୍ବରୁ ଚୋରୀ କରୁଥିଲେ ସ୍କୁଟି, କେମେରା। ମୋଷ୍ଟ ୱାଣ୍ଟଡ ଗଙ୍ଗା ରେଡ୍ଡୀ , ଖଣ୍ଡଗିରୀ ହତ୍ୟା କାଣ୍ଡ ରେ ଅଭିଯୁକ୍ତ ସୁକାନ୍ତ ନାୟକ ,35 ଚିତ୍ତରଞ୍ଜନ ଦଳେଇ 18 , ମିଲୁ ବେହେରା ଜାଣେ ଫେରାର ରାଜା ମହଲିଗ ଗ୍ରାହକ ଶାସ୍ତ୍ରୀ ନଗର ରୁହେ , କଟକ ଘର 8 ବ୍ରnja,6 silver,1 gold ଦିନରେ ରେକି ରାତିରେ ଚୋରୀ।

Leave A Reply

Your email address will not be published.