ରାଜ୍ୟସଭାକୁ ମନୋନୀତ ହେଲେ ପିଟି ଉଷା ଏବଂ ଇଲାୟାରାଜା; ପ୍ରଧାନମନ୍ତ୍ରୀ ମୋଦୀ ଜଣାଇଲେ ଅଭିନନ୍ଦନ

0

ପ୍ରଖ୍ୟାତ ଆଥଲେଟ୍ ପି.ଟି ଉଷା ଏବଂ ରଚନା, ଗୀତିକାର ତଥା ଗାୟକ ଇଲାୟାରାଜାଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରାଯାଇଛି। ସାମାଜିକ କର୍ମୀ ବିରେନ୍ଦ୍ର ହେଗଡେ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଭି ବିଜୟେନ୍ଦ୍ର ପ୍ରସାଦ ମଧ୍ୟ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ବିଜୟନ୍ଦ୍ର ପ୍ରସାଦ ବାହୁବଲୀର ଲେଖକ ତଥା ନିର୍ଦ୍ଦେଶକ ଏସ୍ ରାଜମୌଲିଙ୍କ ପିତା। ସେ ଆରଆରଆର, ସଲମାନ ଖାନଙ୍କ ବଜରଙ୍ଗୀ ଭାଇଜାନ, ମାଣିକର୍ଣ୍ଣିକା, ଥାଲାଇଭି ଭଳି ଚଳଚ୍ଚିତ୍ରର ସ୍କ୍ରିନ୍ ଲେଖା କରିଛନ୍ତି।

Leave A Reply

Your email address will not be published.