ବିଜୁ ମହିଳା ଜନତା ଦଳର ପୁନର୍ଗଠନ, ୩୮୭ ଜଣିଆ ନୂଆ ଟିମ୍ ଗଢ଼ିଛନ୍ତି ସଭାପତି ନବୀନ ପଟ୍ଟନାୟକ

0

ଓଡିଆ ନ୍ୟୁଜ୍(ବ୍ୟୁରୋ):  ବିଜୁ ମହିଳା ଜନତା ଦଳର ପୁନର୍ଗଠନ ହୋଇଛି । ୩୮୭ ଜଣିଆ ନୂଆ ଟିମ୍ ଗଢ଼ିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିମ୍ ରେ ଅଛନ୍ତି ୨୩ ଜଣ ଉପଦେଷ୍ଟା, ୩ କାର୍ଯ୍ୟକାରୀ ସଭାପତି, ଜଣେ ମହାସଚିବ, ୭ ଜୋନାଲ୍ ସଭାପତି, ୬ ଜୋନାଲ୍ କାର୍ଯ୍ୟକାରୀ ସଭାପତି, ୧୬ ବରିଷ୍ଠ ଉପସଭାପତି, ୪୫ ଉପସଭାପତି, ୭୧ ସାଧାରଣ ସମ୍ପାଦକ, ୮୦ ସମ୍ପାଦକ, ୩୩ ଯୁଗ୍ମ ସମ୍ପାଦକ, ୩୪ ଜିଲ୍ଲାପତି ଏବଂ ୬୮ କାର୍ଯ୍ୟକାରିଣୀ ସଦସ୍ୟ । କସ୍ତୁରୀ ମହାପାତ୍ର ମହାସଚିବ ପଦ ବଜାୟ ରଖିଥିବା ବେଳେ ସୁବାସିନୀ ଜେନା, ସୁଲତା ଦେଓ ଏବଂ ନିବେଦିତା ମହାନ୍ତି କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ।
ଉପଦେଷ୍ଟା: ପ୍ରମିଳା ବିଶୋୟୀ(ସାଂସଦ), ରାଜଶ୍ରୀ ମଲ୍ଲିକ(ସାଂସଦ), ମଞ୍ଜୁଲତା ମଣ୍ଡଳ(ସାଂସଦ), ସରେଜିନୀ ହେମ୍ବ୍ରମ୍( ପୂର୍ବତନ ସାଂସଦ), ରୀତା ତରାଇ( ପୂର୍ବତନ ସାଂସଦ), ପ୍ରମିଳା ବହିଦାର, ରେଣୁବାଳା ପ୍ରଧାନ( ପୂର୍ବତନ ସାଂସଦ), ବାସନ୍ତୀ ହେମ୍ବ୍ରମ୍(ମନ୍ତ୍ରୀ), ରୀତା ସାହୁ(ମନ୍ତ୍ରୀ), ଶର୍ମିଷ୍ଠା ସେଠୀ(ସାଂସଦ), ଚନ୍ଦ୍ରାଣୀ ମୁର୍ମୁ(ସାଂସଦ), ମମତା ମହନ୍ତ(ସାଂସଦ), ପଦ୍ମିନୀ ଦିଆନ(ବିଧାୟିକା), ସାବିତ୍ରୀ ଅଗ୍ରୱାଲ୍(ବିଧାୟିକା), ଲତିକା ପ୍ରଧାନ(ବିଧାୟିକା), ନନ୍ଦିନୀ ଦେବୀ( ପୂର୍ବତନ ବିଧାୟିକା), ସୀମାରାଣୀ ନାୟକ(ପୂର୍ବତନ ବିଧାୟିକା), ମଞ୍ଜୁଳା ସ୍ୱାଇଁ(ବିଧାୟିକା), ମିନତୀ ବେହେରା, ଅଳକା ମହାନ୍ତି(ବିଧାୟିକା), ସୂର୍ଯ୍ୟମଣୀ ବୈଦ୍ୟ(ବିଧାୟିକା), ମିନାକ୍ଷୀ ମହନ୍ତ(ବିଧାୟିକା), ସୁନନ୍ଦା ଦାସ(ବିଧାୟିକା)
କାର୍ଯ୍ୟକାରୀ ସଭାପତି: ସୁବାସିନୀ ଜେନା(ବାଲେଶ୍ୱର), ସୁଲତା ଦେଓ(ଯାଜପୁର), ନିବେଦିତା ମହାନ୍ତି(ନବରଙ୍ଗପୁର)
ମହାସଚିବ: କସ୍ତୁରୀ ମହାପାତ୍ର
ଜୋନାଲ୍ ସଭାପତି/ କାର୍ଯ୍ୟକାରୀ ସଭାପତି:
ଭୁବନେଶ୍ୱର(ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ, ନୟାଗଡ)- ସଂଯୁକ୍ତା ମଣ୍ଡଳ(ସଭାପତି)/ ପୁଷ୍ପାଞ୍ଜଳି ରଣା(କାର୍ଯ୍ୟକାରୀ ସଭାପତି)
କଟକ(କଟକ, କଟକ ନଗର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ)- ସୁଭଦ୍ରା ଦାସ(ସଭାପତି)/ପ୍ରଭାସିନୀ ଷଡ଼ଙ୍ଗୀ(କାର୍ଯ୍ୟକାରୀ ସଭାପତି)
ବାଲେଶ୍ୱର(ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୁରଭଞ୍ଜ-୧, ମୟୁରଭଞ୍ଜ-୨)-ବୀଣାପାଣି ସାହୁ(ସଭାପତି)/ ମୀନା ମାଝୀ(କାର୍ଯ୍ୟକାରୀ ସଭାପତି)
ସମ୍ବଲପୁର(ସୁନ୍ଦରଗଡ଼, ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼)- ସିପ୍ରା ମହାନ୍ତି(ସଭାପତି)/ ସଂଧ୍ୟାରାଣୀ ଲାକ୍ରା(କାର୍ଯ୍ୟକାରୀ ସଭାପତି)
ବଲାଙ୍ଗୀର(ବଲାଙ୍ଗୀର, ସୋନପୁର, ନୂଆପଡ଼ା, କଳାହାଣ୍ଡି)- କଲ୍ୟାଣୀ ନାୟକ(ସଭାପତି)/ପୁଷ୍ପାଞ୍ଜଳି ପାଣ୍ଡେ (କାର୍ଯ୍ୟକାରୀ ସଭାପତି)
ଗଞ୍ଜାମ(ଗଞ୍ଜାମ, ବ୍ରହ୍ମପୁର, ଗଜପତି, କନ୍ଧମାଳ, ବୌଦ୍ଧ)- ମମତା ବିଶୋୟୀ(ସଭାପତି)
କୋରାପୁଟ(ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା)- ଲତା ରାୟ(ସଭାପତି)/ ସୁକାନ୍ତି ବୁରଦା
ବରିଷ୍ଠ ଉପସଭାପତି: ଜ୍ୟୋତି ପାଣିଗ୍ରାହୀ, କନକପ୍ରଭା ଲେଙ୍କା, ସଂଧ୍ୟାରାଣୀ ବିଶ୍ୱାଳ, ସଂଯୁକ୍ତା ମହାନ୍ତି, ପଦ୍ମିନୀ ଶେଖର ଦେଓ, କବିତା ପୁରୋହିତ, ବାସନ୍ତୀ ମହାପାତ୍ର, ଉଷାରାଣୀ ମହାନ୍ତି, ସରଳା ସ୍ୱାଇଁ, ନିବେଦିତା ନାୟକ, ଶକୁନ୍ତଳା ସାହୁ, ସସ୍ମିତା ନନ୍ଦ, ଉର୍ମିଳା ଦାସ, ଇଂ. ରୀନା ତନ୍ତୀ, ମାଳତୀ ଗୁରୁ, ସୁଜାତା ପଣ୍ଡା, ସବିତା ଆଚାର୍ଯ୍ୟ, ପ୍ରଭାସିନୀ ନନ୍ଦ ।

Leave A Reply

Your email address will not be published.